Category: ଓଡିଶା

ବୁଲା ପ୍ରାଣୀଙ୍କ ଲାଗି ଜଳ ବ୍ୟବସ୍ଥା

ଅନୁଗୋଳ,(ସୁବ୍ରତ ପଟ୍ଟନାୟକ): ‘ଅନୁଗୋଳ ଅକ୍ଷୟ’ ୱାଟ୍ସ ଆପ୍‌ ଗ୍ରୁପ୍‌ ପକ୍ଷରୁ ସହରର ମିଶ୍ରପଡ଼ା, ହାତୀଶାଳପଡ଼ା, ହୁଲୁରିସିଂହା, ଗୁଜୁରାତିପଡ଼ା ଅଞ୍ଚଳରେ ବୁଲା ପ୍ରାଣୀମାନଙ୍କ ଲାଗି ଜଳବ୍ୟବସ୍ଥା କରାଯାଇଛି। ଉପରୋକ୍ତ ଅଞ୍ଚଳର ୧୫ଟି ସ୍ଥାନରେ ସିମେଣ୍ଟ କୁଣ୍ଡ ସ୍ଥାପନା କରାଯାଇ ନିୟମିତ ସେଥିରେ ପାଣି…

ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାର ଆଠ ଗୋଟି ବ୍ଳକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କୁରୁଡୋଲ ହନୁମାନ ବଟିକାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଆଠଟି ବ୍ଲକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କ ସମର୍ଥନରେ…

ଅନୁଗୋଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ପାଳିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦ୍ଘାଟନ ତଥା ପ୍ରଥମ ଅଧିବେଶନ ସ୍ଥାନୀୟ ନବନିର୍ମିତ ସଭାଘରଠାରେ ସଂଘର ସଭାପତି ଦିଲ୍ଲିପ…

ରାଜ୍ୟ ସରକାର ତୁରନ୍ତ ହାତକୁ ନେଇ ପରିଚାଳନା କରିବା ଦାବିରେ ଗଣଧାରଣା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବ ନିର୍ମିତ ତାଳଚେର ମେଡ଼ିକାଲ କଲେଜ ର ପରିଚାଳନା କୁ ନେଇ ତାଳଚେର ବାସୀ ଙ୍କ ହଲାବୋଲ । ତୁରନ୍ତ ତାଳଚେର ମେଡ଼ିକାଲ କଲେଜ କୁ ରାଜ୍ୟ ସରକାର ପରିଚାଳନା କରିବାକୁ ଦାବି କଲା ତାଳଚେର ସରକାରୀ ମେଡ଼ିକାଲ…

ଧର୍ମ ପରିବର୍ତ୍ତନ କଲେ ୨୦ ଖ୍ରୀଷ୍ଟିଆନ ପରିବାର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୨୦ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି। ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରା ଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତାଙ୍କ ଉପସ୍ଥିତିରେ ହୋମ…

ବସ ମାଲିକ ଙ୍କ ତାଲିବାନି ଶାସନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବସ୍ ମାଲିକଙ୍କ ତାଲିବାନୀ ଶାସନ । ନିଜ ବସ୍ ଟାଇମିଂରେ ଆଉ ଜଣେ ବସ୍ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ । ତାହା ପୁଣି ଫାଣ୍ଡି ଆଗରେ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର…

ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ତାଳଚେର ବ୍ଳକ କଙ୍କିଳି ଭାରତୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଗୋଡ଼ିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ୱାରା ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି। ଯେଉଁଠି କି ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ସେଠାକୁ ଆସିଥିବା ରୋଗୀ…

ଜିଲା ପରିଷଦ ସଦସ୍ୟ ପଦରୁ ପ୍ରିୟଦର୍ଶୀଙ୍କ ଇସ୍ତଫା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରାଜନୀତି ରେ ହଟଚମଟ । ଜିଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡି ନେତା । ଅନୁଗୁଳ ତିନି ନମ୍ବର୍ ଜିଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ଆଜି ନିଜ ଜିଲା ପରିଷଦ ସଦସ୍ୟ ପଦରୁ…

ନାଲକୋରେ କୋଇଲା ସଙ୍କଟ ଗୁରୁତର !

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଷ୍ଟ୍ରାୟତ ଉଦ୍ୟୋଗ ନବରତ୍ନ ପ୍ରାପ୍ତ ଆଲୁମିନିୟମ କମ୍ପାନୀ ନାଲକୋ ବର୍ତମାନ ଗଭୀର କୋଇଲା ସଙ୍କଟ ଦେଇ ଗତି କରୁଥିବା ନେଇ ସ୍ଥାନୀୟ ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ଓ ଏନେଇ ନାଲକୋ ପକ୍ଷରୁ ଏନେଇ ସ୍ପଷ୍ଟ…

୫ ପରିବାରକୁ ବାସନ୍ଦ ଅଭିଯୋଗ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପାଞ୍ଚ ପରିବାର କୁ ବାସନ୍ଦ ଅଭିଯୋଗ । ଅନୁଗୋଳ ଜିଲା କିଶୋରନଗର ବ୍ଲକ ର ଇଚାପୁର ଗ୍ରାମର ତ୍ରିସକ୍ତି ବନ ସଂରକ୍ଷଣ ସମିତି ଇଚ୍ଛାପୁର ର ସଭାପତି ଓ ସମ୍ପାଦକ ଙ୍କ ବିରୁଦ୍ଧରେ ଆସିଛି ଏଭଳି ଅଭିଯୋଗ ।…