Category: ଓଡିଶା

ଅକ୍ଟୋବର ସୁଦ୍ଧା କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍’

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ‘ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଛି। ସପ୍ତାହକୁ ୧୨୦ଟି ପେଟ୍ ସିଟି ସ୍କାନ୍‌ କର୍କଟ କେନ୍ଦ୍ରରେ…

ଗୋଟିଏ ମାଛ ଧୀବରକୁ କଲା ଲକ୍ଷପତି !

ଚାନ୍ଦବାଲି,୨/୧୦: କରୋନା ପାଇଁ ଏବେ ସବୁଠି କଟକଣା । ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ବି କରୋନା ମାଡ଼ରେ ବଙ୍କା ହୋଇଗଲାଣି । ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଏବେ ନିରାଶ ହୋଇଛନ୍ତି । ଏମିତି ସମୟରେ ଗୋଟିଏ ମାଛ ବିକ୍ରିକରି ଲକ୍ଷପତି…

ପୁଣି ଲଘୁଚାପ: ୭ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ! ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ !

ଭୁବନେଶ୍ୱର,୨/୧୦: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପୀଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି । ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ…

ଓଡ଼ିଶାକୁ ପୁଣି ବାତ୍ୟାର ଭୟ ! ଲଘୁଚାପ ଘନୀଭୂତ ହେଲେ ନେଇପାରେ ବାତ୍ୟାର ରୂପ ।

ଭୁବନେଶ୍ୱର, ୦୬/୧୦: ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ, ଲୋକଙ୍କ ମନରେ ବ୍ୟାତ୍ୟାକୁ ନେଇ ଭୟ ଜନ୍ମୁଛି । ଚଳିତ ବର୍ଷ ମଧ୍ୟ ଦାନା ବନ୍ଧୁଛି ଏକ ଲଘୁଚାପ । ବର୍ତ୍ତମାନ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ଜାରି…

ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି

ଭୁବନେଶ୍ବର,୫/୧୦: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଓଜେଇଇ ପରୀକ୍ଷା ପାଇଁ ସୋମବାର ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାର୍ଥୀଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ଦୂରତା ସମ୍ବନ୍ଧରେ ସମସ୍ତ…

୧୫ ଦିନ ଲାଗି ସିଲ୍ ହେଲା ଭୁବନେଶ୍ୱର ସାଂସଦଙ୍କ ଅଫିସ୍ : ସରକାରଙ୍କୁ ୧୭ ଫଟୋର ଜବାବ ମାଗିଲେ ଏମପି ଅପରାଜିତା !

ଭୁବନେଶ୍ବର,୧୦/୧୦: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ’ରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିବା ପରେ ତାଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ ୧୫ ଦିନ ଲାଗି ସିଲ୍ କରାଯାଇଛି । ବିଏମସି ପକ୍ଷରୁ ଏହି…