ହାଇକୋର୍ଟରେ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ପଡ଼ିଲା ପୂର୍ଣ୍ଣଚ୍ଛେଦ
କଟକ: ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରସଙ୍ଗ ନେଇ କଟକ ପରିବାର ଅଦାଲତରେ ବିଚାରାଧୀନ ମାମଲାର ନିର୍ଦ୍ଧାରିତ ସମୟସୀମା ଭିତରେ ଶୁଣାଣି ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାର ଶୁଣାଣିରେ ଆଜି ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପରିବାର…