Category: ଓଡିଶା

ଡିଇଓ, ଡିପିସି ଓ ବିଇଓଙ୍କ ତାଗିଦ୍‌: ନକଲି ଶିକ୍ଷକଙ୍କ ତଥ୍ୟ ନ ଦେଲେ ଦରମା ବନ୍ଦ

ବନେଶ୍ବର : ଥରେ କି ଦୁଇ ଥର ନୁହେଁ। ୪ ଥର ଚିଠି ଲେଖାଯିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହେଉନି। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ଜିଲ୍ଲା ପ୍ରକଳ୍ପ…

ଅନୁଗୁଳ: ବଜ୍ରପାତରେ ଯୁବକ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ଜଣେ ଯୁବକ ବିଲରେ ଚାଷ କାର୍ଯ୍ୟରେ ଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ସକାଳେ ବିଜୟ ସାହୁଙ୍କ ପୁଅ ଲୋଟନ(୨୩) ସହିତ ବିଲକୁ ଚାଷ କାର୍ଯ୍ୟ ପାଇଁ…

ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ, ଗର୍ଭବତୀ ସ୍ତ୍ରୀ ଗୁରୁତର

କଳାହାଣ୍ଡି, ୩୦/୦୮ : ତଣ୍ଟି କାଟି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ। ସ୍ଵାମୀ ଆକ୍ରମଣରେ ଗୁରୁତର ହୋଇ ଗର୍ଭବତୀ ମହିଳା ଜଣଙ୍କ କେସିଙ୍ଗା ହସ୍ପିଟାଲରେ…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର: ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର,୩୦/୦୮: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ କର୍ମୀଙ୍କୁ…

ଆସନ୍ତା ୧୬ରୁ ୧୧ ଖଣି ନିଲାମ ଆରମ୍ଭ, ଭାଗ ନେବେ ୩୮ ବୃହତ୍ତ କମ୍ପାନି

କେନ୍ଦୁଝର/ଯୋଡା,୩୦/୦୮: ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣିର ଲିଜ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲୋମାଇଟ, ଗୋଟିଏ ବକ୍ସାଇଟ ଖଣି ରହିଛି…

ଇ-ଯାନ କିଣିଲେ ରିହାତି ମିଳିବ: ୨୦୨୫ ସୁଦ୍ଧା ୨୦% ଗାଡ଼ି ବ୍ୟା‌ଟେରି ଚାଳିତ ହେବ

ଭୁବନେଶ୍ବର: ରାଜ୍ୟରେ ଖୁବ୍‌ଶୀଘ୍ର ଇ-ଯାନ ନୀତି ଲାଗୁ ହେବ। ଅର୍ଥାତ୍ ରାଜ୍ୟରେ ଏଣିକି ଅଧିକରୁ ଅଧିକ ବ୍ୟାଟେରି/ବୈଦ୍ୟୁତିକ ଗାଡ଼ି ଚଳାଚଳକୁ ପ୍ରୋତ୍ସାହନ ଦିଆଯିବ। ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜ୍ୟ ସରକାର ‘ବୈଦ୍ୟୁତିକ ଯାନ ନୀତି’ ଆଣିବାକୁ ସ୍ଥିର କରିଛନ୍ତି। ଆଜି ଏ…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ…

ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ର

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ…

ସମୟସୀମା ଅତିକ୍ରମ ପରେ ବି ନେଇପାରିବେ ଟିକା, ଶରୀରରେ ଏହା କାମ କରିବ : ବିଜୟ ପାଣିଗ୍ରାହୀ

ଭୁବନେଶ୍ବର ୨୭।୮: ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ୍ ପରେ କୋଭିଡ୍…

ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଓଡ଼ିଶାରେ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ!

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ। କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡ଼ିଶାରେ ଦୈନିକ ସଂକ୍ରମଣ…