Angul News: ଡି.ଏସ.ଓ .ର ୭୧ତମ ପ୍ରତିଷ୍ଠା ଦିବସ ପାଳିତ
Angul News: ଅନୁଗୋଳ: ଭାରତବର୍ଷର ସଂଗ୍ରାମୀ ଛାତ୍ର ସଂଗଠନ ଅଲ ଇଣ୍ଡିଆ ଡି.ଏସ.ଓ .ର ୭୧ତମ ପ୍ରତିଷ୍ଠା ଦିବସ ଶିକ୍ଷକପଡ଼ାସ୍ଥିତ ଅଫିସରେ ପାଳିତ ହେଇଯାଇଛି। ପ୍ରାରମ୍ଭରେ ସଂଗଠନର ରକ୍ତ ପତାକାକୁ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ ଉତ୍ତୋଳନ କରିଥିଲେ। ବିଗତ ଦିନରେ…