Category: ଓଡିଶା

ନବଜାତକଙ୍କୁ ସୁରକ୍ଷା ଦେଉଛନ୍ତି ଘଡ଼ିଆଳ ଦମ୍ପତ୍ତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ମଣିଷଙ୍କ ପରି ଜୀବଜନ୍ତୁ ଙ୍କ କ୍ଷେତ୍ରରେ ନିଜ ସନ୍ତାନ ମାନଙ୍କ ପ୍ରତି ବେଶ ଯତ୍ନବାନ ହେଉଥିବା ର ନଜିର ରହିଥିବା ବେଳେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲା ସାତକୋଶିଆ ଗଣ୍ଡ ର ବଲଦମରା…

ଭିଜିଲାନ୍ସ ହାତରେ ଧରାପଡିଲେ ହିନ୍ଦୋଳ ଏସଡ଼ିପିଓ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଏକ ପଥର ଗାଡି କୁ ସୁରୁଖୁରୁରେ ଛାଡି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ହିନ୍ଦୋଳ ଏସଡ଼ିପିଓ ମଳୟ କିଶୋର ନାୟକ ।ପଥର ଖଣି ମାଲିକ ଙ୍କ ଠାରୁ ଢେଙ୍କାନାଳ ଜିଲା…

ନବୀନ @25

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପଚିଶ ବର୍ଷ ତଳେ ନବୀନ ଓ ପଚିଶ ବର୍ଷ ପରେ ବି ନବୀନ । ଠିକ ପଚିଶ ବର୍ଷ ତଳେ ଆଜିର ଦିନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ ପଟ୍ଟନାୟକ । ସେତେବେଳେ ନିଜ ର ବିଜୟ…

ପିଏମ କେୟାର ଯୋଜନାରେ ସହାୟତା ପ୍ରଦାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପ୍ରାକ ନିଷ୍ପତ୍ତି ଅନୁଯାୟୀ ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ବାପା ଓ ମା ଙ୍କୁ ହରାଇଥିବା ପିଲାମାନଙ୍କୁ ପିଏମ କେୟାର ଯୋଜନା ଅଧୀନରେ ସହାୟତା ପ୍ରଦାନ କରାଯାଇଛି ।ଏହି କ୍ରମରେ ଅନୁଗୁଳ ର ଏନଆଇସି ସମ୍ବିଳନୀ କକ୍ଷରେ…

ବାପ ର ହତ୍ୟାକାରୀ ଙ୍କୁ ଗିରଫ କରିବାପାଇଁ ଏସପି ଙ୍କ ନିକଟରେ ଫେରାଦ ହେଲେ ପୁଅ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବାପାର ହତ୍ୟାକାରୀ କୁ ଗିରଫ କରିବାକୁ ପୁଅ ର ଆକୁଳ ନିବେଦନ । ଅନୁଗୁଳ ଏସପିଙ୍କ ଅଫିସ କୁ ଆସି ଲିଖିତ ଦାବିପତ୍ର ଦେବା ସହ ବରିଷ୍ଠ ପୋଲିସ ଅଧିକାରୀ ଙ୍କୁ ନିଜ ବାପାଙ୍କ ମୃତ୍ୟୁର କାରଣ ଓ…

ଓଡ଼ିଶାର ଦୁଇ ଗର୍ବ ଓ ଗୌରବ ଶହୀଦ ଦେବାଶିଷ ସେଠି ଓ ସୁଧୀର ଟୁଡୁଙ୍କୁ ସୌର୍ଯ୍ୟ ଚକ୍ର ପଦକ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲା ର ଗର୍ବ ଓ ଗୌରବ ଶହିଦ ଦେବାଶିଷ ସେଠୀ ଙ୍କୁ ମିଳିଛି ସୌର୍ଯ୍ୟ ଚକ୍ର ।ଆଜି ଦିଲୀ ସ୍ଥିତ ରାଷ୍ଟ୍ରପତି ଭବନ ରେ ପ୍ରଦାନ କରାଯାଇଛି ଏହି ସଂମାନଜନକ ପଦକ । ମହା ମହିମ ରାଷ୍ଟ୍ରପତି…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷମଧ୍ୟ ଅନୁରୂପ ଭାବେ ଅମାବାସ୍ୟା ରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି କିନ୍ନର ସମୂହ ।ଅନୁଗୁଳ ସହର ର ଏକ ରାଧାରାମନ ପଡା ନିକଟରେ ନିର୍ଦ୍ଦିଷ୍ଟ ସମ୍ପର୍ଣ୍ଣ ହୋଇଛି ରୀତିନୀତି ର ସହ…

ପାଳଲହଡାର ଯୁବକ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ପଦବୀରେ କୃତକାର୍ଯ୍ୟ ତାଲିକାରେ ଓଡ଼ିଶାରୁ ୯ ଜଣ ସ୍ଥାନ ପାଇଛନ୍ତି । ଏହା ଭିତରେ ଜଣେ ଅନୁଗୁଳ…

ରେଳ ବୋର୍ଡ ର ଅଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀଙ୍କ ଦିନିକିଆ ତାଳଚେର ଗସ୍ତ । ଏହି କ୍ରମରେ ତାଳଚେର ରେଲୱେ ଷ୍ଟେସନଠାରେ ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଶ୍ରୀ ତ୍ରିପାଠୀ…

ତାଳଚେର ନିର୍ବାଚନ ମଣ୍ଡଳୀର ୫୧ ଟି ସ୍ଥାନରେ ମନ କୀ ବାତ କାର୍ଯ୍ୟକ୍ରମ

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ର ୫୧ ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମ ହୋଇ ଯାଇଛି |କଣିହାଁ ବ୍ଲକ ର କମରେଇ ପଂଚାୟତ ର ଦଣ୍ଡସିଂହା ଗ୍ରାମରେ ବିଜେପି…