Category: ଓଡିଶା

ହୁଙ୍କା ଭିତରେ ନଅ ବର୍ଷ

ବଲାଙ୍ଗୀର(ସୁବ୍ରତ ପଟ୍ଟନାୟକ): ପାଟଣାଗଡ଼ ଅନ୍ତର୍ଗତ ବାଲିପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏକ ପରିତ୍ୟକ୍ତ ଗଛ ହୁଙ୍କା ଭିତରେ ରହୁଛନ୍ତି ଜଣେ ବୟସ୍କା ମହିଳା । ଦିନେ କି ଦୁଇ ଦିନ ନୁହେଁ ବରଂ ପାଖାପାଖି…

କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରେଢାଖୋଲ ଅଞ୍ଚଳରେ ଥିବା ଏକ କୂଅ ରେ ଦୀର୍ଘ ସମୟ ଧରି ପଡିରହିଥିବା କଲରାପତରିଆ ବାଘ ଉଦ୍ଧାର । ଉଭୟ ବନ ଓ ଅଗ୍ନିଶମ ବିଭାଗ ର ଉଦ୍ୟମ କ୍ରମେ ଏକ ନିଶୁଣି ସାହାଯ୍ୟରେ ଏହି କଲରାପତ ରିଆ…

ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତିଙ୍କୁ ବିପୁଳ ସମ୍ବର୍ଦ୍ଧନା

ତାଳଚେର /କଣିହାଁ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା କଣିହା ରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଛି । ଓଡିଶାର ସୁସଂଗଠକ,ଅତ୍ୟନ୍ତ ନମ୍ର ଭଦ୍ର ମାନବିକତାର ଅଳଙ୍କାର ପିନ୍ଧା ଓ ଅପୂର୍ବ ସମନ୍ୟୟ ରକ୍ଷାକରୁଥିବା ବ୍ୟକ୍ତିଙ୍କୁ…

ପଣସ ଖାଇବା ପରେ ଅସୁସ୍ଥ ହେଲା ହାତୀ, ଦେଖନ୍ତୁ ଭିଡ଼ିଓ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପଣସ ଖାଇ ସାରିବା ପରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଛି । ଫଳରେ ଅନ୍ୟତ୍ର ଯାଇ ନ ପାରି ପଣସ ଗଛ ତଳେ ପଡିରହିଛି ଦନ୍ତା । ଘଟଣା ଟି ଘଟିଛି ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ…

ରାଇଝରଣ ଗ୍ରାମ ନିକଟସ୍ଥ ପୋଲରେ ଭାରସାମ୍ୟ ହରାଇ ପିଟି ହେଲା ବାଇକ, ଚାଳକ ଗୁରୁତର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମ ନିକଟସ୍ଥ ଭାରସାମ୍ୟ ହରାଇ ପୋଲରେ ପିଟି ହେଲା ବାଇକ, ଚାଳକ ଗୁରୁତର ।ଘଟଣାରୁ ପ୍ରକାଶ ଯେ ଆଜି OD 19 Q 3278 ବାଇକ ଟି କୋଶଳା ରୁ…

ମୋଦୀ ଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ :ସମୀର ମହାନ୍ତି

ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : ଭାରତ ବର୍ଷର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରାରେ ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣ,ରୁ ଉର୍ଦ୍ଧ ରେ ରହି ଜାତୀୟ ରାଜନୀତିକୁ ସର୍ବସ୍ପର୍ଶୀ,ସର୍ବ…

ନାହିଁ ଆବଶ୍ୟକ ଶ୍ରେଣୀ ଗୃହ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ ସମୂହ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଗୋଟିଏ ପଟେ 5ଟି ଯୋଜନା ଆନୁକୂଲ୍ୟରେ କେତେକ ବିଦ୍ୟାଳୟ ର ହେଉଛି ରୂପାନ୍ତର କାର୍ଯ୍ୟକ୍ରମ । ଆଉ ଅନ୍ୟପଟେ କେଉଁ ଠି ଶିକ୍ଷକ ଅଭାବ ତ ପୁଣି କେଉଁଠି ଆବଶ୍ୟକ ଶ୍ରେଣୀ ଗୃହ ନଥିବା ରୁ ଉପୁଜୁଛି ନାନାଦି ସମସ୍ୟା…

ବିରାଶାଳ ଏୟାରଷ୍ଟ୍ରିପସରେ ଅବତରଣ ବେଳେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଢେଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବିରାଶାଳ ଏୟାରଷ୍ଟ୍ରିପସରେ ପ୍ଲେନ କ୍ରାସ ହୋଇଛି । ଫଳରେ ଜଣେ ଟ୍ରେନି ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁତର ଟ୍ରେନି ପାଇଲଟ ଜଣଙ୍କ ମହାରାଷ୍ଟ୍ରର କିରଣ ମଲ୍ଲିକ । ପ୍ରଶିକ୍ଷଣ ନେଉଥିବା ବେଳେ ଅଘଟଣ…

ମୋଦୀଙ୍କ ଆତ୍ମନିର୍ଭର ଭାରତରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: କାଳନ୍ଦି ସାମଲ

ତାଳଚେର(ସୁବ୍ରତ ପଟ୍ଟନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଙ୍କ ଆଠ ବର୍ଷ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ରେ ସୋମବାର ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଂଚାୟତ ର ଚିତ୍ତଲପୁର ଠାରେ ଏକ ବିରାଟ ମହିଳା ସମାବେଶ…

୫-ଟି ସହିତ ଆଉ ଏକ ଟି ଉପରେ ନବୀନଙ୍କ ଗୁରୁତ୍ୱାରୋପ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବୀନ ସରକାର ରେ ଜାରି ରହିଥିବା 5T ସହ ଆଉ ଏକ ଟି (ଟି) ନେଇ ଚର୍ଚ୍ଚା । ଆଜି ନବ ନିଯୁକ୍ତ ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ପାହ୍ୟା ର ମନ୍ତ୍ରୀ ମାନେ ନବୀନ ନିବାସ ରେ…