ଓଡିଶା ରାଜ୍ଯ ସରକାରୀ କର୍ମଚାରୀ ସମନ୍ଵୟ ସମିତି ଅନୁଗୋଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକ ମାନଙ୍କର ମୌଳିକ ଦାବି ଗୁଡିକ ସମାଧାନ କରିବାରେ ରାଜ୍ୟ ସରକାରଙ୍କର ଉଦାସୀନତା ବିରୋଧରେ ଆଜି ରାଜ୍ୟ ବ୍ୟାପୀ ଦାବି ଦିବସ କରାଯାଇଥିବା ବେଳେ ଅନୁଗୋଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…