ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନ
ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନିଯୁକ୍ତି, ଥଇଥାନ ପାଇଁ ଛେଣ୍ଡିପଦା ବ୍ଲକ ଗୋପିବଲଭପୁର ଓରଫ ନାଂଡିଛଡା ଗ୍ରାମବାସୀଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଛି ଧାରଣା।ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ନାଲକୋ ପକ୍ଷରୁ ଖଣି ଉଦେଶ୍ୟ ରେ ସମ୍ପୃକ୍ତ ସ୍ଥାନରେ…