Angul News ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟ୍ୟମରେ କ୍ରୀଡ଼ାବିତ ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି: କାଳନ୍ଦି ସାମଲ
Angul News ତାଳଚେର: ତାଳଚେର ଭରତପୁର ଠାରେ ବୁଧବାର ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଓଡିଶାର ୩୦ଟି ଜିଲ୍ଲାରୁ ଜିଲ୍ଲା ସ୍ତରରେ ଚୟନ ହୋଇଥିବା ୧୦୭ଜଣ ମହିଳା ଓ ପୁରୁଷ ବର୍ଗର ପ୍ରତିଯୋଗୀ ଯୋଗ ଦେଇଥିଲେ। ଜାତୀୟ କ୍ଷୁଦ୍ର…