Category: ଓଡିଶା

Angul BJP: ଅଖଣ୍ଡ ଭାରତକୁ ଖଣ୍ଡ ଖଣ୍ଡ କରିଦେଲା କଂଗ୍ରେସ – ଭାଜପା

Angul BJP: ଅନୁଗୁଳ : ବିଜେପି ପକ୍ଷରୁ ଅନୁଗୁଳ ଜିଲ୍ଲା କର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର…

ଭୋଟ୍ ଚୋରି ସମ୍ପର୍କିତ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ: ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଭୋଟ ଚୋରି ନେଇ ଲୋକସଭାର ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କ ଖୋଲାସାକୁ ପ୍ରଦର୍ଶିତ…

ହାତୀ ଉପଦ୍ରବକୁ ନେଇ ସଂସଦର ଧ୍ୟାନ ଆକର୍ଷଣ କଲେ ରୁଦ୍ର ନାରାୟଣ ପାଣି

ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି, ପ୍ରତ୍ୟେହ ବହୁ ଧନ ଜୀବନ ନଷ୍ଟ ହେଇଛି।ଏହାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ଧ୍ୟାନ ଆକର୍ଷଣ କରିବା ସହ ଜଙ୍ଗଲ ଓ…

ଯବାନ ମାନଙ୍କ ସୁରକ୍ଷା କାମନା କରି ରାକ୍ଷୀ ବାନ୍ଧିଲା ବିଜେପି ମହିଳାମୋର୍ଚ୍ଚା

ଅନୁଗୁଳ : ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଜେପି ଅନୁଗୁଳ ମହିଳା ମୋର୍ଚ୍ଚା ତରଫରୁ ପାଳିତ ହୋଇଛି |ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାର ଭାରତୀୟ ସେନା ରେ ଥିବା ଯବାନ ମାନଙ୍କୁ ରାକ୍ଷୀ ପିନ୍ଧାଇ…

ରାକ୍ଷୀ ପୂର୍ଣ୍ଣିମାରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଦେଶବାସୀଙ୍କୁ “ଭୋକାଲ୍ ଫର୍ ଲୋକାଲ୍” ଅଭିଯାନକୁ ସମର୍ଥନ ଦେବା ପାଇଁ ନିବେଦନ କରିଛନ୍ତି। ଶ୍ରୀ ପ୍ରଧାନ ‘ଏକ୍ସ’ରେ ଓଡ଼ିଶା ସମେତ ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି…

ଅନୁଗୁଳରେ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ ଜୋର କମିଟି ବୈଠକ ଅନୁଷ୍ଠିତ ହୋଇଛି |ବୈଠକ ରେ ଜିଲ୍ଲାର ସାଙ୍ଗଠନିକ ଆଲୋଚନା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ଆଗାମୀ ଦିନର…

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଶ୍ରୀ ଓ.ପି. ଜିନ୍ଦଲଙ୍କ ୯୫ତମ ଜନ୍ମବାର୍ଷିକୀ ପାଳିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ପକ୍ଷରୁ ଏହାର ଦୂରଦର୍ଶୀ ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୫ତମ ଜନ୍ମବାର୍ଷିକୀ ବେଶ ଆଗ୍ରହ ଓ ଉତ୍ସାହର ସହ ପାଳନ କରାଯାଇଛି। ଶିଳ୍ପ ସ୍ୱାବଲମ୍ବନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ବାଉଜୀଙ୍କ ଐତିହ୍ୟକୁ ମନେ…

ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସାଂସଦଙ୍କୁ ଭେଟିଲେ ପୂର୍ବତନ ଭାଜପା ଜିଲ୍ଲା ସଭାପତି ଓ କୋଷାଧ୍ୟକ୍ଷ

Angul News: ଅନୁଗୁଳ: ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ପୂର୍ବତନ ଭାଜପା ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଓ ଜିଲ୍ଲା…

ଆମର ବୌଦ୍ଧିକ ଐତିହ୍ୟକୁ ପୁର୍ନଜୀବିତ କରିବାରେ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀନଗର: ଆମର ବୌଦ୍ଧିକ ଐତିହ୍ୟକୁ ପୁର୍ନଜୀବିତ କରିବା ସହ ସେଗୁଡ଼ିକୁ ସମସାମୟିକ ଶୈକ୍ଷିକ ଚିନ୍ତାଧାରାରେ ସଂଯୁକ୍ତ କରିବା ପାଇଁ ପୁସ୍ତକ, ଶିକ୍ଷା ଏବଂ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ…