Category: ଓଡିଶା

Angul News: ଦିଲ୍ଲୀରେ ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କଲେ ଢେଙ୍କାନାଳ ସାଂସଦ ରୁଦ୍ର ପାଣି

Angul News: ଅନୁଗୁଳ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଫେବୃଆରୀ 5 ତାରିଖରେ ହେବ |ବିଜେପି ପ୍ରାର୍ଥୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର…

କେନ୍ଦ୍ର ବଜେଟରୁ ଓଡ଼ିଶା ହେବ ସବୁଠୁ ବଡ଼ ଲାଭାର୍ଥୀ – ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା…

Angul News: ଅନୁଗୋଳ ଜିଲ୍ଲାରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ

Angul News: ଅନୁଗୋଳ: ଅଦ୍ଯ ତା ୦୧.୦୨.୨୦୨୫ ରିଖ ସ୍ଥାନୀୟ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ନିମନ୍ତେ ସମ୍ପର୍କିତ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ଯକ୍ରମ ଅନ୍ତର୍ଗତ ଗୋଷ୍ଠୀସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଶୁଭାରମ୍ଭ…

Angul News: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୁଳରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

Angul News: ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଜିନ୍ଦଲ ନଗରରେ ଥିବା ନବନିର୍ମିତ କ୍ରୀଡ଼ା କମ୍ପ୍ଲେକ୍ସଠାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଜେଏସପି ଅଧ୍ୟକ୍ଷ ତଥା ହରିୟାଣାର କୁରୁକ୍ଷେତ୍ରରୁ ୩ଥର ନିର୍ବାଚିତ ସାଂସଦ ଶ୍ରୀ…

Angul News: ମହିମା ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Angul News: ଅନୁଗୋଳ: ଅନୁଗୋଳ ସହର ଉପକଣ୍ଠ ଅଙ୍ଗାରବନ୍ଧ ଠାରେ ହେବାକୁ ଥିବା ମାଘ ମେଳା ଓ ମହିମା ଆନ୍ତର୍ଜାତୀୟ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଗୋଳ ର ଉପଜିଲ୍ଲାପାଳ ମାୟାଧର ବେହେରା ଙ୍କ ଅଧକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ…

Angul News: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ତ୍ରିରଙ୍ଗା ପତାକା ଦିବସ ପାଳିତ

Angul News: ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୁଳ ପ୍ଲାଂଟ ପରିସରରେ ଦେଶପ୍ରେମର ଉତ୍ସାହ ସହିତ ତ୍ରିରଙ୍ଗା ପତାକା ଦିବସ ପାଳିତ ହୋଇଛି । ଫ୍ଲାଗ୍ ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ଲୋକସଭା…

Angul News: ଅଲ୍ ଇଣ୍ଡିଆ ଜନ ଅଧିକାର ସୁରକ୍ଷା କମିଟି, ଅନୁଗୁଳ ପକ୍ଷରୁ ଟିକରପଡା ଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

Angul News: ଅନୁଗୋଳ: ସ୍ୱାଧିନତା ଆନ୍ଦୋଳନରେ ଆପୋଷହୀନ ଧାରାର ମହାନ୍ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ଉପଲକ୍ଷେ ଅଲ୍ ଇଣ୍ଡିଆ ଜନ ଅଧିକାର ସୁରକ୍ଷା କମିଟି, ଅନୁଗୁଳ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ସଭା ଟିକରପଡା ଠାରେ ଅନୁଷ୍ଠିତ ହୋଇଯାଇଛି…