ମେ 23ରେ ତାଳଚେରରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସହ ପରାକ୍ରମ ଶୋଭାଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତାଳଚେର : ତାଳଚେରବାସୀଙ୍କର ବହୁ ଦିନର ଆଶା ପୂରଣ ହେବା ପାଇଁ ଯାଉଛି, ଆସନ୍ତା ମେ 23 ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ଆଉ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ। ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲଠାରେ କେନ୍ଦ୍ରୀୟ ବିଦ୍ୟାଳୟର…
