Angul News: ସାତକୋଶିଆ ଅଭୟାରଣ୍ୟରୁ ସ୍ୱେଚ୍ଛାକୃତ ବିସ୍ଥାପନ ବନ୍ଦ ଦାବିରେ ସାମ୍ବାଦିକ ସମ୍ମିଳନୀ, ୨୦ ଜୁନରେ ଜିଲ୍ଲାପାଳ ଅଫିସ୍ ଘେରାଉ
Angul News: ଅନୁଗୁଳ: ରାଜ୍ୟ ସରକାରଙ୍କ ବନ ବିଭାଗ ଦ୍ୱାରା ସାତକୋଶିଆ ଅଭୟାରଣ୍ୟରୁ ବ୍ୟାଘ୍ରଶୂନ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ ନାଁରେ ବଳପୂର୍ବକ କରାଯାଉଥିବା ବିସ୍ଥାପନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଅଭୟାରଣ୍ୟ ଅଧିବାସୀଙ୍କ ଭିଟାମାଟି ଓ ଜୀବନଜୀବିକାର ସ୍ଥାୟୀ…
