Author: The Focuss News

Breaking: ଅନୁଗୋଳ କୋର୍ଟ ୧୫ ଦିନ ପାଇଁ ସିଲ

ଅନୁଗୁଳ: ଜିଲା ଓ ଦୌରାଜଜ୍ର୍ ଙ୍କ କୋର୍ଟ ପରିସରକୁ ୧୫ ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କଲା ଜିଲା ପ୍ରଶାସନ । ଆସନ୍ତା କାଲି ଠାରୁ ୩୧ ତାରିଖ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା । ଲଗାତାର ସମ୍ପୃକ୍ତ ଅଞ୍ଚଳରେ…

Super Exclusive: ଘଡ଼ିଆଳଙ୍କ ସଂଗମ ପାଇଁ ଓ୍ୱାଇଲ୍ଡ ଲାଇଫ ଡିଭିଜନର ସ୍ବତନ୍ତ୍ର ପ୍ରସ୍ତୁତି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପନୀତ ହୋଇଛି ଘଡ଼ିଆଳ ଙ୍କ ସଂଗମ ର ବେଳ । ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ର ବଳଦମରା ଘାଟରେ ଏବେ ଉଭୟ ଅଣ୍ଡିରା ଓ ମାଈ ପ୍ରଜାତିର ଦୁଇ ଘଡ଼ିଆଳ ପ୍ରାକୃତିକ ପରିବେଶ ମଧ୍ୟରେ ପଜନନ ପାଇଁ…

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଅବସର ପ୍ରାପ୍ତ ନାଲକୋ କର୍ମଚାରୀ ଙ୍କ ପୁଅ ୩୦ବର୍ଷୀୟ ଚନ୍ଦନ ଚୁହାନ ବୋଲି ଜଣା…

ରାସ୍ତା ଉପରେ ଜଳିଗଲା ଟାଟା ଏସିଇ

ଅନୁଗୋଳ: ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଅଟୋ ଟି ହଠାତ ଜଳି ପାଉଁଶ ହୋଇଯାଇଛି । ଶୋଭାଗ୍ୟ କ୍ରମେ ଏହି ସମୟରେ କୌଣସି ଯାତ୍ରୀ କିମ୍ବା ଗାଡି ଚାଳକ ଗାଡି ରେ ନଥିଲେ ବୋଲି ଜଣାପଡିଛି । ଅନୁଗୋଳ…

ଅନିଶ୍ଚିତତାରେ ବଆଁରପାଳ ଠାରୁ ଅନୁଗୁଳ ରାସ୍ତାର ମରାମତି

ଅନୁଗୁଳ, (ସୁବ୍ରତ ପଟନାୟକ): ଅନୁଗୁଳ ସହର ମଧ୍ୟ ଦେଇ ବଅଁରପାଳ ଠାରୁ ପଞ୍ଚମହଲା ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏହାର ମରାମତିକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ରାଜପଥରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ପାଲଟିଯାଇଛି।…

ଅନୁଗୋଳର କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଃଖଦାୟକ ଘଟଣା: ସାଲାଇନ ବୋତଲ ସହ ଡାକ୍ତରଖାନା ବାହାରେ ରୋଗୀ, ଦେଖନ୍ତୁ ଭିଡ଼ିଓ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରୋଗୀ । ଡାକ୍ତରଖାନା ପକ୍ଷରୁ ତାଙ୍କୁ ସାଲାଇନ ମଧ୍ୟ ଲଗା ଯାଇଥିଲା । ହେଲେ ସାଲାଇନ ସରିଗଲା ପରେ ଏ ନେଇ ବାରମ୍ବାର ଡାକ ପକାଇବା ପରେ କୌଣସି ଷ୍ଟାଫ ନ ଆସିବାରୁ ରୋଗୀ…

ଛେଣ୍ଡିପଦାରେ ହାତୀ ଉପଦ୍ରବ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଦୀର୍ଘ ମାସ ପରେ ହାତୀପଲ ଆସି ଉପଦ୍ରବ୍ୟ କରିଛନ୍ତି । ଫଳରେ ସ୍ଥାନୀୟ ପରିବା ଚାଷୀ ଚିନ୍ତାରେ ରହିଛନ୍ତି । ସୂଚନା ଯେ, ଆଜି କଣଲୋଇ – ଭଟ୍ଟପାଳ ରାସ୍ତାରେ…

ନାଲକୋର ଘରୋଇକରଣ ନିଷ୍ପତ୍ତି କୁ ବିରୋଧ

ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋର ଘରୋଇକରଣ ନିଷ୍ପତ୍ତି କୁ ବିରୋଧ । ଏହି କ୍ରମରେ ଆଜି ଅନୁଗୁଳ ଜିଲା ପାଳ ଙ୍କ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରିଛି ହିନ୍ଦ ମଯଦୁର ସଂଘ ସମେତ…

ହାତୀ ଆକ୍ରମଣରେ ଚାଷୀ ଗୁରୁତର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ପରଜଙ୍ଗ ଥାନା ଜହ୍ନ୍ନ ପଡା ଗାଁ ରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଭାବେ ଆହତ ହୋଇଛନ୍ତି, ଗୁରୁତର ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ଉଦୟ ନାୟକ, ସେ ଗାଁ ନିକଟସ୍ଥ ବିଲକୁ ନଡ଼ା ଭିଦିବା କୁ…

କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କଲା ଜିଲ୍ଲା ବିଜେପି

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ପଞ୍ଜାବର ଫିରୋଜପୁର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ କୁ ଅଟକାଇବା ଭଳି ପରିସ୍ଥିତି ସୃଷ୍ଟି କରିବା, ଆକ୍ରମଣ ତଥା ହତ୍ୟା ଷଡଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଆସିଛି ପଞ୍ଜାବର କଂଗ୍ରେସ ସରକାର ବିରୁଦ୍ଧରେ। ଏହି ଘଟଣାକୁ…