ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରାକୃତିକ ଗତିପଥକୁ ଠିକା ସଂସ୍ଥା ଓ ବାଲିମାଫିଆ ବଦଳାଉଥିବା ଅଭିଯୋଗ
ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ର ଗତି ପଥ ବଦଳାଉଛନ୍ତି ଠିକା ସଂସ୍ଥା ଓ ବାଲିମାଫିଆ ।ସବୁ ଜାଣି ନଜାଣିଲା ପରି ଚୁପ୍ ବସିଛି ସ୍ତାନୀୟ ତହସିଲ୍ ପ୍ରଶାସନ।ନଜରର ପକାନ୍ତୁ ପରଜଙ୍ଗ ତହସିଲ…