ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାବାସୀ ଙ୍କର ଆଶା ଆକାଂକ୍ଷା କୁ ପୂରଣ କରିବା ଦିଗରେ ବିଜେପି ସରକାର -ଖାଦ୍ୟ ଯୋଗାଣ ମନ୍ତ୍ରୀ
ଅନୁଗୁଳ : ବିକଶିତ ଭାରତ ବିକଶିତ ଓଡିଶା 2047 ଓ 2036 ଲକ୍ଷ ନେଇ ଡବଲ ଇଂଜିନ ସରକାର କାର୍ଯ୍ୟରତ |କୃଷକ, ଶ୍ରମିକ, ଗରିବ, ଯୁବକ ଓ ମହିଳା ଙ୍କ ପାଇଁ ବିଜେପି ସରକାର ସମର୍ପିତ |11 ବର୍ଷର ମୋଦି ସରକାର…