Author: The Focuss News

Angul News: ଦାଦାବଟି ଓ ଡକାୟତି କରିବା ଅଭିଯୋଗରେ ପାଞ୍ଚ ଜଣ ଗିରଫ

Angul News (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲାକାମାକ୍ଷାନଗର ପୋଲିସର ବଡ ହଫଳତା। ଦାଦା ବଟି ମାଗିବା ଅଭିଯୋଗା ଓ ଗତ କାଲି ରାତ୍ରିରେ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୫ ଅନ୍ତ ଜିଲ୍ଲା ଡକାୟତ ଙ୍କୁ ଗିରଫ କରିଥିବା ନେଇ…

ଚାଷୀ ସ୍ୱାବଲମ୍ବୀ ହେବ ପାଇଁ କିଷାନ ଗୋଷ୍ଠ କାର୍ଯ୍ୟକ୍ରମ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଚାଷୀ ହେବେ ସ୍ୱାବଲବୀ , ପ୍ରଧାନମନ୍ତ୍ରୀ ଙ୍କ ଏଭଳି କିଛି ପରିକଳ୍ପନା କୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହୋଇଥିବା ବେଳେ ଅନୁରୂପ ଭାବେ ଆଜି ତାଳଚେର ସ୍ଥିତ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରିସରରେ ବିଭିନ୍ନ…

ଦେବଗଡ ଓ ସମ୍ବଲପୁର ଜିଲ୍ଲା ସମେତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ପର୍ଯ୍ୟଟନର ବିକାଶ ପାଇଁ ଦିଆଯାଉ ସ୍ୱତନ୍ତ୍ର ପ୍ୟାକେଜ୍ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.…

ମୋଦୀଙ୍କ ଯୋଜନାର ହିତାଧିକାରୀ ଙ୍କୁ ଭେଟିବା ଉପରେ ଗୁରୁତ୍ୱ

Angul News: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଉପକୃତ ସମସ୍ତ ହିତାଧିକାରୀଙ୍କୁ ଭେଟି ସଚେତନ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆଗାମୀ…

ଅଟୋକୁ ପିଟିଲା ହାଇଓ୍ୱା, ଚାଲିଗଲା ୩ ଜୀବନ

Angul News: ମର୍ମନ୍ତୁଦ ଦୁର୍ଘଟଣା ରେ ଚାଲିଗଲା ତିନି ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁଠାରେ। ବିଳମ୍ବିତ ରାତିରେ ଏକ ହାଇବା ଧକା ରେ ତିନି ଜଣ ଙ୍କ ର ମୃତ୍ୟୁ…

Angul News: ଗିରାଙ୍ଗ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟ ଉପ-ବାଚସ୍ପତିଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ

Angul News: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଗିରାଙ୍ଗ ଗ୍ରାମ ପଞ୍ଚାୟତ ଠାରେ ୫୯.୧୨ ଲକ୍ଷ ବିଶିଷ୍ଟ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ…

ଅପାରଗ ରାଜ୍ୟ ସରକାର ବିରୁଦ୍ଧରେ ସବୁସ୍ତରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାର ବିରୁଦ୍ଧରେ ଜନତାର ସ୍ୱରକୁ ଶାଣିତ କରି ବିଜେପି ସବୁ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାକୁ…

Angul News: ଜୈବ ବିବିଧତା ମେଳା

Angul News: ଜୈବ ବିବିଧତାକୁ ବଞ୍ଚାଇ ରଖିବାକୁ ଉଦ୍ୟମ। ତାହା ପୁଣି ସରକାରୀ ନୁହେଁ ବରଂ ଗ୍ରାମବାସୀଙ୍କ ସମେତ ବେସରକାରୀ ସ୍ତରରେ ହୋଇଛି ଉଦ୍ୟମ । ପାରମ୍ପରିକ ଖାଦ୍ୟ ସାଙ୍ଗକୁ ପ୍ରଦର୍ଶିତ ହୋଇଛି ଜଙ୍ଗଲ ଜାତ ଦ୍ରବ୍ୟ । ଜଳ ଜମି…

ସର୍ବୋପରି ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାର ପ୍ରତିଭାଙ୍କୁ ସର୍ବୋକୃଷ୍ଟ ସମ୍ମାନ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସ୍ତରରେ ସର୍ବୋପରି ଓଡିଶାର ପ୍ରତିଭାକୁ…

Angul News: ଗୋଟିଏ ଦିନରେ ଏହି ଜିଲ୍ଲାରୁ ମିଳିଲା ବାଘ ଓ ହାତୀର ଶବ, ସଂକଟରେ ବନ୍ୟପ୍ରାଣୀ !

ଢେଙ୍କାନାଳ: ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ସ୍ଥାନିୟ ବନ ବିଭାଗ ପହଁଚି ଘଟଣା ର ତଦନ୍ତ ଜାରି ରଖିଛି।ବାଘଟିର ସ୍ଵାଭାବିକ ଭାବେ…