Author: The Focuss News

Angul News: ୧୨ଦଫା ଦାବିରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ବଅଁରପାଳ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବଅଁରପାଳ: ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ଆହ୍ୱାନକ୍ରମେ ସାରା ଓଡିଶା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ ଉପଲକ୍ଷେ ବଅଁରପାଳ ବ୍ଲକ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ…

ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ପୌରପାଳିକା ଏବଂ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ପକ୍ଷରୁ ଅନୁଗୁଳ ପୌରପାଳିକା ଏବଂ ଅନୁଗୁଳ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ମାନ ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ପକ୍କା ରାସ୍ତା ଏବଂ ଡ୍ରେନ୍ ନିର୍ମାଣ କରାଯିବା ଏବଂ ସମସ୍ତ ୱାର୍ଡରେ…

Angul News: ମହିଧରପୁରଠାରେ ଅନୁଗୁଳ ଜିଲ୍ଲା କଂଗ୍ରେସର “ଘରେ ଘରେ କଂଗ୍ରେସ ,ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ: ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସର “ଘରେ ଘରେ କଂଗ୍ରେସ ,ଘରେ ଘରେ ହାତ” କାର୍ଯ୍ୟକ୍ରମର ଦିତୀୟ ଦିନ ବଅଁରପାଳ ବ୍ଲକ ଅନ୍ତର୍ଗତ ମହିଧରପୁରଠାରେ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ମହିଧରପୁର ପଂଚାୟତରେ…

ତାଳଚେର ରୋଡ଼ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା

Angul News: ତାଳଚେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା କୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଅବଦାନ ଦେଇ ପୁରୀ ରୁ ରାଉରକେଲା ର ଶୁଭାରମ୍ଭ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ କୁ ଶୁଭାରମ୍ଭ…

Angul News: ଆଜିଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ, ଶହୀଦ ବିକା ନାଏକ ଙ୍କ ଘରକୁ ଯିବେ

ଅନୁଗୁଳ/ତାଳଚେର: ଓଡ଼ିଶାର ରତ୍ନ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସେପ୍ଟେମ୍ବର ୨୪ଓ ୨୫ ଦୁଇ ଦିନିଆ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।ରବିବାର…

Angul News: ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

Angul News: ଅନୁଗୁଳ, ଅଗଷ୍ଟ ୨୯: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ…

Angul News: ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାନତା, ପ୍ରୋଟୋକଲକୁ ଖାତିର ନକରି ଲୋକଙ୍କ ସମସ୍ୟା କାଗଜ ଧରି ଜିଲ୍ଲପାଳଙ୍କ ପାଖରେ ପହଞ୍ଚିଲେ

Angul News: ଢେଙ୍କାନାଳ: ଆଜି ଢେଙ୍କାନାଳରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୋଟୋକଲକୁ ଖାତିର ନକରି ଲୋକଙ୍କ ସମସ୍ୟାର କାଗଜ ଧରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦେବା…

ଅନୁଗୋଳର ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ଥଇଥାନ କରିବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ତାଳଚେର: ଅନୁଗୁଳ ଜିଲ୍ଲାର ପବିତ୍ରନଗର ନୂଆ ବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ସହ ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ରାଇରଙ୍ଗପୁରରେ ବଜ୍ରକାପ୍ତା ଉଦ୍ଧାର

ରାଇରଙ୍ଗପୁର: ଆର ସି ସି ଏଫ ହରିତ କୁମାର ପିଙ୍ଗ ଓ ଡେପୁଟୀ ଡାଇରେକଟର ସମ୍ରାଟ ଗୌଡ ଆଇଏଫଏସ ଏସଟିଆର ଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲୀ ଜୀବଜନ୍ତୁ ଧରିବା ପାଇଁ ବାରିପଦା, ରାଇରଙ୍ଗପୁର ଓ ସିମିଳିପାଳ ବନ୍ୟ କର୍ମଚାରୀଙ୍କୁ ନେଇ ଏକ…

କ୍ରୀତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା

ଅନୁଗୁଳ: କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ନୃତ୍ୟ ପ୍ରତିଯୋଗିତା ର ସବ ଜୁନିଅର ବିଭାଗରେ ଢେଙ୍କାନାଳର ଦିବ୍ୟଶିଖା ସାହୁ ପ୍ରଥମ, କେନ୍ଦୁଝରର ତନିଷ୍କ। ସାମଲ ଦ୍ଵିତୀୟ, ନାଲକୋନଗରର ଆହାନା ରଥ…