Angul News: ତାଳଚେରରେ ବ୍ୟାପକ ମାଟି, ବାଲି ମୋରମ ଚୋରା ଚାଲାଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ନେତା
ତାଳଚେର: ତାଳଚେର ରେ ବ୍ୟାପକ ଭାବେ ମାଟି, ବାଲି, ମୋରମ ର ଚୋରା ଚାଲାଣ ଚାଲୁଥିବା ନେଇ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରାଯାଇଛି |ଆଜି ସୋମବାର ତାଳଚେର ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ବିଜେପି ଅନୁଗୁଳ ଜୋନାଲ…