Author: The Focuss News

ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତି ଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟ ରେ ଢେଙ୍କାନାଳ ସାଂସଦଙ୍କ ଦାବୀ

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ପାର୍ଲିଆମେଣ୍ଟ ରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି |ଓଡିଶା ର ବହୁ ସ୍ୱାଧୀନତା ସଂଗ୍ରାମୀ ନିଜର ଜୀବନ…

ଡିସେମ୍ବର 01 ରୁ ଆରମ୍ଭ ହେବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଗୃହ ସମ୍ପର୍କ ଅଭିଯାନ

ତାଳଚେର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତାଳଚେର ନଗର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର 01 ତାରିଖ ରୁ ତାଳଚେର ନଗର ରେ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ…

ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ବାର୍ଷିକ ପ୍ରଦର୍ଶନୀ ‘ଏକ୍ସପ୍ଲୋରାଇଜ୍’ ୨୦୨୫-୨୬ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ଜିନ୍ଦଲ ନଗରର ଇଡେନ୍ ଗାର୍ଡେନ୍‌ ପରିସରରେ ବାର୍ଷିକ ପ୍ରଦର୍ଶନୀ ଏକ୍ସପ୍ଲୋରାଇଜ୍ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ପ୍ରାୟ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶନୀରେ…

ଦୁବାଇ ଏୟାର ଶୋରେ ଲଢୁଆ ବିମାନ ତେଜସ ଦୁର୍ଘଟଣା ଗ୍ରସ୍ତ, ପାଇଲଟଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଦୁବାଇ ଏୟାର ଶୋ’ରେ ଭାରତର ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଜସ୍ ଲଢୁଆ ଯୁଦ୍ଧ ଜାହାଜ ଉଡ଼ାଉଥିବା ପାଇଲଟ୍ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାୟୁସେନା ଦୁର୍ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି। ତେଜସ୍ ଜେଟ୍…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ସଂସଦୀୟ କମିଟିର ସଦସ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟ ସହିତ ବିକାଶର ପ୍ରତିଛବିକୁ ସେମାନେ…

ଧାଡ଼ି ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ସେପଟେ ଭକ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଣୁ ଯଥାଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ଯୋଜନା ହୋଇଛି। କିନ୍ତୁ ଧାଡ଼ି ଦର୍ଶନ ପାଇଁ ଯେଉଁ ରୢାମ୍ପ ପ୍ରସ୍ତୁତ ହୋଇଥିଲା ସେଥିରେ…

ଡିସେମ୍ବର ୧ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଜି ଶନିବାର ସୂଚନା ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ…

୯୮ ବର୍ଷରେ ପାଦ ଦେଲେ ଆଡଭାଣୀ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନଭେମ୍ବର ୮ ତାରିଖରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ। ସାରା ଦେଶରୁ ଆଡଭାନୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜନେତାଗଣ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ…

ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗିରଫ କରିବା ନିମନ୍ତେ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଆଜକୁ ପ୍ରାୟ ଦୀର୍ଘ ୨ମାସ ତଳେ ଗତ ସେପ୍ଟେମ୍ବର ୬ ତାରିଖରେ ନିଖୋଜ ହୋଇ ତାପରଦିନ ୭ ତାରିଖ ସକାଳେ ଘର ପଛପାଖ ନାଳରୁ ୧୧ବର୍ଷର ଛାତ୍ରୀ ଜସ୍ମିନ୍ ସେଠଙ୍କ ମୃତ ଦେହ ମିଳିଥିବା ବେଳେ ହତ୍ୟାକାରୀମାନେ ଏପର୍ଯ୍ୟନ୍ତ ଗିରଫ…

ଓ.ପି. ଜିନ୍ଦଲ ସ୍କୁଲରେ ଜାତୀୟ ଏକତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳର ଜିନ୍ଦଲ ନଗରରେ ଅବସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ “ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଏବଂ ଭାଇଚାରାର ଭାବନାକୁ ପ୍ରୋତ୍ସାହିତ…