Spread the love

ଅନୁଗୁଳରେ ଆଖୁ ଖାଇବାକୁ ଆସି ଫଶିଗଲା ଭାଲୁ । ଛେଣ୍ଡିପଦାର ଝିଣ୍ଟିପାଳ ଗାଁରେ କାଲି ରାତିଠୁ କୂଅରେ ଭାଲୁଟି ପଡ଼ିଯାଇଥିବା କୁହାଯାଉଛି । ଆଜି ସକାଳୁ ଭାଲୁକୁ ଗ୍ରାମବାସୀ ଦେଖିବା ପରେ ବନବିଭାଗକୁ ସୂଚନା ଦେଇଥିଲେ। ଓ ପରେ ପରେ ଉଭୟ ବନ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ସ୍ଥିତି ପରଖିଥିଲେ । ଓ ଏହା ପରେ ଅକ୍ଷତ ଅବସ୍ଥାରେ ଭାଲୁ ଟିକୁ କୁଅ ମଧ୍ୟରୁ ଉଦ୍ଧାର କରିବା ସକାଶେ ଆରମ୍ବ କରାଯାଇଥିଲା ଅପରେସନ ।
କୂଅ ଭିତରକୁ ଏକ ସିଡ଼ି ଓ ରଶି ପକାଯିବା ପରେ ଦୀର୍ଘ ସମୟ ଧରି କୂଅ ରେ ପଡି ଛଟପଟ ହେଉଥିବା ହାତୀ ଟି ଉଦ୍ଧାର ହୋଇଥିଲା । କୂଅ ରୁ ବାହାରିବା ପରେ ଭାଲୁ ଟି ପୁନର୍ବାର ଜଙ୍ଗଲ ମୁହାଁ ହୋଇଥିଲା ।

Leave a Reply

Your email address will not be published. Required fields are marked *