ଅନୁଗୋଳ: ଟିକରପଡାର ହାତିବରୀ ଅଂଚଳର ପ୍ରମୋଦ ଗଡ଼ତିଆଙ୍କ ବେଡ଼ ରୁମ ରୁ ଶନିବାର ରାତି ପ୍ରାୟ ଆଠଟା ସମୟରେ ଏହି ୯ ଫୁଟିଆ ଅହିରାଜ ସାପ କୁ ଉଦ୍ଧାର କରି ଫରେଷ୍ଟର ରଞ୍ଜନ ଦେହୁରୀ ଓ ଫରେଷ୍ଟ ଗାର୍ଡ ସୁବ୍ରତ ପଣ୍ଡା ଙ୍କ ଉପସ୍ଥିତି ରେ ନିକଟସ୍ଥ ଜଙ୍ଗଲ ରେ ଛାଡିଛନ୍ତି ସର୍ପ ମିତ୍ର ଆଦିତ୍ୟ ବେହେରା।