Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):

ପାଞ୍ଚ ପରିବାର କୁ ବାସନ୍ଦ ଅଭିଯୋଗ । ଅନୁଗୋଳ ଜିଲା କିଶୋରନଗର ବ୍ଲକ ର ଇଚାପୁର ଗ୍ରାମର ତ୍ରିସକ୍ତି ବନ ସଂରକ୍ଷଣ ସମିତି ଇଚ୍ଛାପୁର ର ସଭାପତି ଓ ସମ୍ପାଦକ ଙ୍କ ବିରୁଦ୍ଧରେ ଆସିଛି ଏଭଳି ଅଭିଯୋଗ । ଏହି କ୍ରମରେ ଅନୁଗୁଳ ଜିଲାପ୍ରଶାସନ ର ଅଭିଯୋଗ ପ୍ରକୋଷ୍ଟ କୁ ଆସି ଏଭଳି କିଛି ଅଭିଯୋଗ କରିଛନ୍ତି ବାସନ୍ଦ ହୋଇଥିବା ପରିବାର ର ସଦସ୍ୟ ମାନେ ।ଦୀର୍ଘ ତିନି ବର୍ଷ ହେବ ଏମାନେ ବାସନ୍ଦ ଅବସ୍ଥାରେ ଥିବାବେଳେ , ସେମାନଙ୍କ ସମସ୍ୟା ର ସମାଧାନ ଅଦ୍ୟାବଧି ହୋଇ ନଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *