Spread the love

ଅନୁଗୁଳ: ଜିଲା ଓ ଦୌରାଜଜ୍ର୍ ଙ୍କ କୋର୍ଟ ପରିସରକୁ ୧୫ ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କଲା ଜିଲା ପ୍ରଶାସନ । ଆସନ୍ତା କାଲି ଠାରୁ ୩୧ ତାରିଖ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା । ଲଗାତାର ସମ୍ପୃକ୍ତ ଅଞ୍ଚଳରେ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ।

Leave a Reply

Your email address will not be published. Required fields are marked *