Month: July 2024

ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଜାତୀୟ ଶିକ୍ଷା ନୀତି ଆଶାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଆମ ଜନସଂଖ୍ୟାକୁ ସଶକ୍ତ କରିବା ତଥା ଦେଶର ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବରେ ଉଭା ହୋଇଛି ବୋଲି ଜାତୀୟ ଶିକ୍ଷା…

ପିଏସୟୁ ଅଧିକାରୀଙ୍କ ନିରାପତ୍ତା ଅବଶ୍ୟକ: ଅଫିସର ଆସୋସିଏସନ

Angul News: ଏମସିଏଲ ଅଧିକାରୀ ଙ୍କୁ ଆକ୍ରମଣ ଘରଣା ରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅନୁଗୁଳ ନାଲକୋ ଅଫିସର ଆସୋସିଏସନ । ଏନେଇ ସ୍ଥାନୀୟ ଅଫିସର ଆସୋସିଏସନ ର କାର୍ଯ୍ୟାଳୟ ଠାରେ ନାଲକୋ ଅଫିସର୍ସ ଆସୋସିଏସନ ର ସଭାପତି ବନମାଳୀ…

ସ୍କୁଲ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

Angul News: ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବିଦ୍ୟାଳୟ ଛୁଟି ହେବାପରେ ସ୍କୁଲ ଫାଟକ ଆଗରେ ଆକ୍ରମଣ ।ଗୁରୁତର ଛାତ୍ରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ମୁଣ୍ଡରେ ଲାଗିଛି ଗଭୀର ଆଘାତ…

କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଅନୁଗୋଳ ଗସ୍ତ

Angul News: ଅନୁଗୋଳ: ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଅନୁଗୋଳସ୍ଥିତ ନାଲକୋ ପରିଦର୍ଶନ କରିଥିଲେ। ଅନୁଗୋଳ ନାଲକୋ ଅତିଥି ଭବନରେ ପହଞ୍ଚିବା ପରେ ସେଠାରେ CISF ତରଫରୁ ତାଙ୍କୁ…

Odisha News: ସ୍ୱାସ୍ଥ୍ୟ ସମ୍ବାଦ କାର୍ଯ୍ୟକ୍ରମ ଉଦଘାଟିତ

Odisha News: ଭୁବନେଶ୍ୱର: ନୀତି ଆୟୋଗ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧିନରେ ଜାରି ରହିଥିବା ସମ୍ପୂର୍ଣ୍ଣତା ଅଭିଯାନରେ ସୂଚକାଙ୍କ ଶତପ୍ରତିଶତ ପୁରଣ ଦିଗରେ ବ୍ଲକ ପ୍ରଶାସନ ଦ୍ଵାରା ଅଭିନବ ପଦକ୍ଷେପ ଭାବେ “ସ୍ୱାସ୍ଥ୍ୟ ସମ୍ବାଦ” କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି।…

ସମସ୍ତଙ୍କ ଆଶା, ଆକାଂକ୍ଷା ପ୍ରତିଫଳିତ ହୋଇଛି, ପ୍ରତିଶ୍ରୁତି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ – ସାଧାରଣ ଜନତା

Angul News: ଭୁବନେଶ୍ୱର: ଗତ କାଲି ରାଜ୍ୟ ବିଧାନ ସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲା ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧାରଣ ଜନତା ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଆସି ରାଜ୍ୟ ଅତିଥି ଭବନରେ…

Angul News: ଜେଏସପି ଦ୍ୱାରା ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ

Angul News: ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏବଂ ପାୱାର(ଜେଏସପି) ଅନୁଗୁଳରେ 25 ତମ କାର୍ଗିଲ ବିଜୟ ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ସହିତ କାର୍ଗିଲ ଯୁଦ୍ଧର ହିରୋ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ନେତୃତ୍ୱରେ…

ଆଳୁ ପାଇଁ ନବୀନଙ୍କ ଚିଠି

ଅନୁଗୋଳ: ରାଜ୍ୟରେ ଆଳୁ ର ଦର ବୃଦ୍ଧି ସହ ଦେଖାଦେଇଥିବା ସଙ୍କଟ ତଥା ଏହା ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ନେଇ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୂଚନା…

Angul News: ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା

Angul News: ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଯାହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ…