Month: May 2023

Angul News: ନାଲକୋ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଶ୍ରମିକ ମାରଣା ନୀତି ବିରୋଧରେ ୧୫ ଦଫା ଦାବି ନେଇ ନେପୁ ପକ୍ଷରୁ ଗଣଧାରଣା

Angul News: ଅନୁଗୋଳ: ନବରତ୍ନ କାରଖାନା ନାଲକୋ ନାଲକୋ ପ୍ରଶାସନିକ ଅଧିକାରୀ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଶ୍ରମିକ ମାନଙ୍କୁ ଯେଉଁ ସୁବିଧା ସୁଯୋଗ ଅତି ସହଜ ରେ ମିଳୁଥିଲା ତାହାକୁ ପାଇବା ପାଇଁ ଆଜିର ଦିନରେ…

Angul News: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

Angul News: ଅନୁଗୋଳ: ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି. ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦେଶକ…

New Bus Stand: ୧୨ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ଵସ ଟର୍ମିନାଲ

Angul News: ଶୁଭ ଦିଆଯିବାର ପ୍ରାୟ ୧୨ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଛି ଅନୁଗୋଳ ରେ ନିର୍ମାଣ ହୋଇଥିବା ବହୁ ପ୍ରତୀକ୍ଷିତ ବସ ଟର୍ମିଲା । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ଟର୍ମିଲା ପାଇଁ ଖର୍ଚ୍ଚ ହେଉଛି ପ୍ରାୟ ୫୮…

Angul News: ଛେଣ୍ଡିପଦାରେ ଆମ ହସପିଟାଲ କରିବା ଦାବିରେ ୫୪ତମ ଜିଲା ପରିଷଦ ବ୍ୟଠକ ବର୍ଜନ କଲେ ବିଜେପି ଜିଲା ପରିଷଦ ସଭ୍ୟ

Angul News: ତୁଟୁନି ଅନୁଗୋଳ ଜିଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ରେ ଦେଖା ଦେଉଥିବା ‘ମୋ ହସ୍ପିଟାଲ ‘ ଯୋଜନା କୁ ନେଇ ଦେଖାଦେଇଥିବା ବିବାଦ। ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମୋ ହସ୍ପିଟାଲର ଯୋଜନା ରେ ସାମିଲ କରିବାକୁ…

Angul News ଏକତରଫା ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ

Angul News ଅନୁଗୋଳ: ଏକ ତରଫା ପ୍ରେମ ପାଇଁ ହତ୍ୟାକାଣ୍ଡ। ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ଘଟିଥିବା ବେଳେ ସାରା ଅଞ୍ଚଳରେ ଚର୍ଚ୍ଚା ର ବିଷୟ…

Angul News: କର୍ଣ୍ଣପାଳ ସରପଞ୍ଚ ଭାବେ ବିଜେପି ପ୍ରାର୍ଥୀ ହୃଷିକେଶ ସାମଲ ବିଜୟୀ

Angul News ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର କର୍ଣ୍ଣପାଳ ପଂଚାୟତର ସରପଞ୍ଚ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି। ହୃଷିକେଶ ସାମଲ ୧୫୫୨ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ…

Angul News: ନିରୀହ ଆଦିବାସୀ ଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିଲା ବିଜେପି

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ପଂଚାୟତ ର ଗୋପୀବହ୍ଲବ ପୁର ଗ୍ରାମର ନାଣ୍ଡିଚୂଡ଼ ଠାରେ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ର କୋଇଲା ଖଣି କାର୍ଯ୍ୟ ମୈତ୍ରୀ ନାମକ ଏକ ଘରୋଇ ସନ୍ଥା କାର୍ଯ୍ୟ କରୁଛି।…

Angul News: ଅନୁଗୁଳ ଜିଲ୍ଲାରେ ୫୦ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ‘ମନ କି ବାତ’ କାର୍ଯ୍ୟକ୍ରମ

Angul News: ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 100ତମ ମନ କି ବାତ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇଛି | ଅନୁଗୁଳ ଜିଲ୍ଲା ର ସମସ୍ତ 31ଟି ମଣ୍ଡଳ ରେ ତଥା 1163 ଟି ବୁଥ୍ ରେ…