Month: April 2023

Angul News: ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ୭୫ତମ ପ୍ରତିଷ୍ଠା ବାର୍ଷିକୀ ପାଳିତ

Angul News: ଅନୁଗୁଳ: ଚାଷୀ, ମୂଲିଆ, ଗରିବ, ଖଟିଖିଆ, ଛାତ୍ର ଯୁବକ ତଥା ଶୋଷିତ ମଣିଷର ଏକମାତ୍ର ବିପ୍ଳବୀ ଦଳ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ୭୫ତମ ପ୍ରତିଷ୍ଠା ବର୍ଷିକୀ ଅନୁଗୁଳ ଶିକ୍ଷକପଡାସ୍ଥ ପାର୍ଟି ଅଫିସ୍ ଠାରେ ଶତାଧିକ ପାର୍ଟିର କର୍ମୀ, ସମର୍ଥକଙ୍କୁ ନେଇ ସକାଳ…

Angul News: ସମ୍ବଲପୁରରେ ତଥାକଥିତ ଦଙ୍ଗା ପ୍ରତିବାଦରେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ଶୋଭଯାତ୍ରା

ସୋମବାର: ଆଜି ଦିବା ସକାଳ ୯ ଘଟିକାରେ ସ୍ଥାନୀୟ ମଦନମୋହନ ମନ୍ଦିର ଠାରୁ ହିନ୍ଦୁ ସ୍ଵୟଂସେବକ ଏକ ବିଶାଳ ଶୋଭଯାତ୍ରା ସଂଘର ବୀଭିଦ କ୍ଷେତ୍ରର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଶୋଭାଯାତ୍ରା ସୁଭାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁତ୍ ଧାର୍ମିକ ଅନୁଷ୍ଠାନର…

Angul News: ହିନ୍ଦୁ ସମାଜର ବିକ୍ଷୋଭ

Angul News (ସୁବ୍ରତ ପଟ୍ଟନାୟକ): ସମ୍ଭଲପୁର ଠାରେ ହିନ୍ଦୁ ସାମାଜ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଆକ୍ରମଣ ସହ ପରବର୍ତ୍ତୀ ସମୟରେ ଘଟଣା କ୍ରମରେ ଜଣେ ହିନ୍ଦୁ ନାଗରିକ ଙ୍କ ମୃତ୍ୟୁ ନେଇ ବିକ୍ଷୋଭ । ଅନୁଗୁଳ…

Angul News ଜାତୀୟ ରାଜପଥ ପାଇଁ ୧ ଘଣ୍ଟିଆ ପଥ ଅବରୋଧ

Angul News (ସୁବ୍ରତ ପଟ୍ଟନାୟକ): ସମ୍ବଲପୁର କଟକ ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ପ୍ରତ୍ୟକ ଦିନ ଦୁର୍ଘଟଣାରେ ବହୁ ଧନଜୀବନ କ୍ଷୟ ହେଉଛି। ତେଣୁ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆଜି…

Angul News: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ

Angul News:କେନ୍ଦ୍ର ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୁଳ ଗସ୍ତ କରି ଆଠମଲ୍ଲିକ ବ୍ଲକ ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଅନୁଗୁଳ ସର୍କିଟ ହାଉସ ଠାରେ ପହଂଚି ଥିଲେ। ସେଠାରେ ବିଜେପି ଜିଲ୍ଲା…

Angul News ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟ୍ୟମରେ କ୍ରୀଡ଼ାବିତ ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି: କାଳନ୍ଦି ସାମଲ

Angul News ତାଳଚେର: ତାଳଚେର ଭରତପୁର ଠାରେ ବୁଧବାର ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଓଡିଶାର ୩୦ଟି ଜିଲ୍ଲାରୁ ଜିଲ୍ଲା ସ୍ତରରେ ଚୟନ ହୋଇଥିବା ୧୦୭ଜଣ ମହିଳା ଓ ପୁରୁଷ ବର୍ଗର ପ୍ରତିଯୋଗୀ ଯୋଗ ଦେଇଥିଲେ। ଜାତୀୟ କ୍ଷୁଦ୍ର…

Angul News: ତାଳଚେରରେ ଆସନ୍ତା ୧୨ରେ ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା

Angul News: ତାଳଚେର : ତାଳଚେର ଭରତପୁରଠାରେ ଆସନ୍ତା ଏପ୍ରିଲ ୧୨ ତାରିଖରେ ରାଜ୍ୟସ୍ତରୀୟ ଉଷୁ ଖେଳାଳି ଚୟନ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ପକ୍ଷରୁ ଜିଲ୍ଲା ସଭାପତି ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି। ସମଗ୍ର…

Angul News : ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

Angul News: ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ ଦୁଃଖପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ…

Angul News: ଏଆଇଡିଏସଓ ପକ୍ଷରୁ ସର୍ବଭାରତୀୟ ସଂହତି ଦିବସ ପାଳିତ

Angul News: ଅନୁଗୋଳ: ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପଟିଆଲାକୁ ଋଣମୁକ୍ତ କରିବା ସହ ସରକାରୀ ଅନୁଦାନ ବୃଦ୍ଧି କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଭିତ୍ତିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ନିଯୁକ୍ତି ଦେବା, ଶିକ୍ଷା କ୍ଷେତ୍ରରେ ଫିସ ବୃଦ୍ଧି ବନ୍ଦ…

Angul News: ନିଜ ସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Angul News: ଅନୁଗୋଳ: ଅନୁଗୋଳ ଜିଲ୍ଲା ହାକିମପଡାଠାରେ ବହୁମୁଖୀ ସାମୁଦାୟିକ କେନ୍ଦ୍ର ନିର୍ମାଣ ପାଇଁ ‘ବାଜି ରାଉତ ଛାତ୍ରାବାସ’କୁ ନିଜର ସାଂସଦ ପାଣ୍ଠି ବା ଏମପିଲାଡରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର…