Month: November 2022

ଆରୋମା ମିଶନ ଜରିଆରେ ମହିଳାଙ୍କୁ ସଚେତନତା ଓ ପ୍ରଶିକ୍ଷଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆରୋମା ମିଶନ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ସହ ପ୍ରଶିକ୍ଷଣ ଶିବିର ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ସମ୍ବିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା କାର୍ଯ୍ୟାଳୟରୁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ
ଯୁଗ୍ମ ଫଟୋଚିତ୍ର ଅପସାରଣକୁ ତୀବ୍ରନିନ୍ଦା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ଆନେ୍ଦାଳନର ପୁରୋଧା ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ଯୁଗ୍ମ ଫଟୋଚିତ୍ରକୁ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରୁ ହେଲ୍ପଡେକ୍ସ ନିର୍ମାଣ ପାଇଁ ଅପସାରଣ କରାଯିବା ଘଟଣାକୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ…

ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ପଞ୍ଚାୟତ ର ଶତାଧିକ ମହିଳା, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ନୁଆହତା ପଞ୍ଚାୟତ ମହିଳା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ନୁଆହତା…

ଯୋରନ୍ଦା ଗାଦିରେ ବୁଲିଲା ବୁଲଡୋଜର ମାଟିରେ ମିଶିଲା ମଠ ମନ୍ଦିର , ଧୁନି ମନ୍ଦିର ସହ ବତୀ ଘର

ଢେଙ୍କାନାଳ (ସୁବ୍ରତ ପଟ୍ଟନାୟକ): ବୁଲ୍ଟଜାର,ଉଡ଼ିଲା ନାଲି ପତାକା।ପୋଲିସ ଉପସ୍ଥିତିରେ ଭାଙ୍ଗିଲା କୌପୀନ ସମାଜ ର ମଠ, ମନ୍ଦିର,ଧୂନି ମନ୍ଦିର ସହ ବତୀ ଘର।ପୁରା ମହିମା ଗାଦିରେ ଲାଗିଲା144 ଧାରା।ଭାବ ବିହ୍ୱଳ ପରିସ୍ଥିତିରେ ଗାଦି ଛାଡ଼ିଲେ କୌପୀନ ସମାଜ ବାବା।ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ…

ଓଁ ବିଦ୍ୟାଭାରତୀ ଗ୍ରୁପ ଅଫ ରେସିଡେଣ୍ଟଲ କଲେଜର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହର ଶିକ୍ଷକପଡା ଇକୋ ପାର୍କ ସମ୍ନା ରେ ଥିବା ଓଁମ ବିଦ୍ୟାଭାରତି ଗ୍ରୁପ ଅଫ ରେସିଡେଣ୍ଟଲ କଲେଜ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି । ଏହି ଉତ୍ସବ ମୁଖ୍ୟ ଅତିଥି ଭାବେ ଓଡ଼ିଶାର…

Athamallik News: ହାତୀ ଆକ୍ରମଣରେ ଜଣେ ମୃତ

Athamallik News: (ସୁବ୍ରତ ପଟ୍ଟନାୟକ) ପୁଣି ଆଠମଲ୍ଲିକ ବନ ଖଣ୍ଡରେ ହାତୀ ଆକ୍ରମଣରେ ଜଣ ଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପୁରୁଣାମାଣିତ୍ରୀ ପଂଚାୟତ ରାଜିଙ୍ଗ ଗ୍ରାମର ରମେଶ ସାହୁ ।ସୂଚନା ଅନୁଯାୟୀ ମୃତ ରମେଶ…

କରମୁକ୍ତ ହେଲା ଦମନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ପ୍ରକୃତ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର…

ଅନୁଗୋଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ ସଙ୍ଗୀତ ନୁହେଁ ବରଂ ଅନେକ ସଫଳ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା…

ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୋୟ ଘଟିବ- ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ । ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୋୟ ଘଟିବ ବୋଲି ରବିବାର ଅନୁଗୋଳ ସହରର ସଭାଗାର ଠାରେ…

ରାଇରଙ୍ଗପୁରରେ ବହୁ ପ୍ରତିକ୍ଷିତ ୬ଟି ପ୍ରକଳ୍ପ ଜିଲ୍ଲାପାଳ ବିନୀତ ଭରଦ୍ବାଜଙଙ୍କ ଦ୍ବାରା ଲୋକାର୍ପିତ

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଦିତୀୟ ବୃହତ୍ତମ ସହର ।ଏହାର ଲୋକସଂଖ୍ୟା ହୁଏ ହୁଏ ବୃଦ୍ଧି ପାଉଛି । ଏଥିପାଇଁ ଜନସାଧାରଣଙ୍କ ଆବଶ୍ୟକତା ନେଇ ରାଇରଙ୍ଗପୁର ପୌରପାଳିକା ତରଫରୁ ବହୁବିଧ ଜନାଭିମୁଖ୍ଯ କାର୍ଯ୍ୟକ୍ରମ ଓ ବିକାଶର ଧାରାକୁ…