Month: October 2022

ରାଇରଂଗପୁର ରେ ଛଟ୍ ପୂଜା ପାଳିତ

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଛଟ୍ ପୂଜା କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥୀ ଅର୍ଥାତ୍ କାଳୀପୂଜାର ଛଅଦିନ ପରେ ପୂଜାର୍ଚ୍ଚନା କରାଯାଇଥାଏ ାଏଥିରେ ସୂର୍ଯ୍ୟ ଉପାସନା ବୈଶିଷ୍ଠ ଅଟେ ାଏହା ହିନ୍ଦୁ ମାନଙ୍କର ଲୋକ ପର୍ବ ଯାହାକି ଓଡିଶା,ଝାଡଖଣ୍ଡ,ପଶ୍ଚିମ ବଂଗାଳ,ବିହାର,ଉତ୍ତର…

ଜାମଦା ବ୍ଳକର ପାଶନାରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକର ପାଶନା ପଞ୍ଚାୟତର ପାଶନା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ…

ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ପିଲାଙ୍କୁ ଫୁଟବଲ୍ ଖେଳ ସହ ଯୋଡାଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ସୁବ୍ରତ ପଟ୍ଟନାୟକ): ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ…

ଅମାୟିକ ବ୍ୟକ୍ତି ଙ୍କ ପରଲୋକ ରେ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ରାଇରଂଗପୁର ସହର ଅଧିନସ୍ଥ ଇଚିଣ୍ଡା ରେ ବାସ କରୁଥିବା ଅମାୟିକ ବ୍ୟକ୍ତି ପ୍ରଭାକର ଦାସ ଙ୍କର ଏକାଅଶି ବୟସରେ ପରଲୋକ ହୋଇଯାଇଛି ।ସେ ଜଣେ ଭଦ୍ର ଓ ନମ୍ର ସ୍ବଭାବର ବ୍ୟକ୍ତି ଥିଲେ ାକୌଣସି କାରଣ ବସତଃ…

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ଓ୍ବାର୍ଡ ପୁରୁଣାଘାଟୀ ଗ୍ରାମରେ ବିଜୁ ଜନତା…

‘ଆମେ ଓଡିଆ’ ପକ୍ଷରୁ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’, ତାଳଚେର ସହରରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍

ତାଳଚେର (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଓ ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି…

ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

ରାଇରଙ୍ଗପୁର (ଶ୍ୟାମାଳେନ୍ଦୁ ପରିଡ଼ା): ୨୦୦୦ ମସିହାରେ କେବଳ ବିହାର ଭିତିକ ୧୮ ଜିଲ୍ଲାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଅଂଶ ବୃହତ ଝାଡ଼ଖଣ୍ଡ ରାଜ୍ୟରୁ ବଂଚିତ ରହିଗଲା। ସେହି ଅଂଚଳର ଆଦିବାସୀ ଓ ମୂଳବାସୀମାନେ…

ନବରଙ୍ଗପୁର ଜିଲ୍ଲାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆଜି 21.10.22 ରିଖ ରେ ନକଟିଗୁଡା ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେଦ୍ର ସଂଯୋଜକ ଶ୍ରୀ James Benya ତାଙ୍କର ଶିକ୍ଷକ ବନ୍ଧୁ ଓ ପିରାମଲ ଫାଉଣ୍ଡେସନ ର ଶୁଭସ୍ମିତା ସୂତ୍ରଧର ଙ୍କ…

ପ୍ରଦୂଷଣ ସମସ୍ୟା ନେଇ ପିଏସି କମିଟିଙ୍କୁ ଭେଟି ଦାବି ଜଣାଇଲା ବିଜେପି

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଓଡିଶା ବିଧାନସଭା ର ପିଏସି ଷ୍ଟାଣ୍ଡିଙ୍ଗ କମିଟି ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି |ଉକ୍ତ ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷ ମୋହନ ମାଝୀ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କୁ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ…

ଗୀତିଲତାରେ ମା’ ମନସା ପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡା): ଓଡ଼ିଶା ଓ ଝାରଖଣ୍ଡ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଆଦିବାସୀ ନୃତ୍ୟ ଦଳ ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକଶିତ କରିବା ପାଇଁ ଏକ ବିରାଟ ନୃତ୍ୟ ପ୍ରତିଯୋଗିତା ଗୀତିଲତା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛିI ତିରିଂ ବ୍ଲକ ଅନ୍ତର୍ଗତ…