Month: August 2022

ବକେୟା ଅର୍ଥ ପ୍ରଦାନ ଦାବି କଲେ ଆଶା କର୍ମୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଠ ମାସ ହେଲା ମିଳିଲା ନାହିଁ ବକେୟା ଅର୍ଥ ରାଶି । ପ୍ରତିବାଦ ରେ ଜିଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଆଶାକର୍ମୀ । ଅନୁଗୁଳ ଜିଲ୍ଲାର ପାଳଲହାଡ଼ା ଅଞ୍ଚଳରେ କାର୍ଯ୍ୟରତ ଦୀର୍ଘ ଆଠ ମାସ ହେବ ବକେୟା ପ୍ରାପ୍ୟ…

ଅଲେଖ ମହିମ ଧାମର ଉନ୍ନତିକରଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅଲେଖ ମହିମା ଧର୍ମର ଅନ୍ୟତମ ପ୍ରମୁଖ ଧାମ ଅନୁଗୁଳ ଜିଲ୍ଲା ଅଙ୍ଗରାବନ୍ଧ ଗ୍ରାମରେ ଥିବା ଧାମ ର ଉନ୍ନତିକରଣ ନିମନ୍ତେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧାମ ର ଉନ୍ନତିକରଣ ନିମନ୍ତେ…

ଦୁର୍ଗା ପୂଜା ପାଇଁ କର୍ମକର୍ତ୍ତା ଚୟନ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସହର ର ସର୍ବପୁରାତନ ଦୁର୍ଗାପୂଜା କମିଟି ଅମଲାପଡାର ଏକ ବ୍ୟଠକ ରବିବାର ସନ୍ଧ୍ୟାରେ ଅମଲାପଡା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ପୂଜା କମିଟି ପକ୍ଷରୁ ୯୬ ତମ ଦୁର୍ଗା ପୂଜା…

ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): କିଛିଦିନ ର ଅନ୍ତରାଳ ରେ ସାତକୋଶିଆ ଅଭୟାରଣ୍ୟ ରେ ପୁଣି ଏକ ଦନ୍ତା ହାତୀ ହାରିଛି ଜୀବନ । ବୟସାଧିକ ବା ରୋଗାକ୍ରାନ୍ତ ଯୋଗୁଁ ନୁହେଁ ବରଂ ବରାହା ଶିକାର ପାଇଁ ଶିକାରୀ ଙ୍କ ପକ୍ଷରୁ ବିଛା…

ଜିଲ୍ଲା କଂଗ୍ରେସ ତରଫରୁ ଦରଦାମ ବୃଦ୍ଧି ବିରୋଧ ରେ ଅନୁଗୋଳ ନଗର ପରିକ୍ରମା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା ଙ୍କ ନେତୃତ୍ୱରେ ଜନ ସ୍ୱାର୍ଥ ବିରୋଧୀ ବି ଜେ ପି ମୋଦି ସରକାର ଙ୍କ ବିରୋଧ ରେ ଜନ ସଚେତନତା ସୃଷ୍ଟି ନିମନ୍ତେ “ମହଂଗାଇ ପର ଚର୍ଚ୍ଚା” କାର୍ଯ୍ୟକ୍ରମ ସ୍ଥାନୀୟ…

ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍, MKCGରେ ହେଲା ବିରଳ ଅସ୍ତ୍ରୋପଚାର

ଅନୁଗୋଳ: ବ୍ରହ୍ମପୁର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି।ଜଣେ ବ୍ୟକ୍ତିଙ୍କ ଅନ୍ତନଳୀରୁ ଏକ ଷ୍ଟିଲ ଗ୍ଲାସ ବାହାର କରିବା ସହ ସଫଳ ଅସ୍ତ୍ରୋପଚାର କରିଛନ୍ତି ବ୍ରହ୍ମପୁର ଏମକେସିଜି ଡାକ୍ତରମାନେ। ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ…

ଷ୍ଟାଡିୟମ ଉନ୍ନତି କରଣ ଓ ରକ୍ଷଣାବେକ୍ଷଣ ଦାବି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଷ୍ଟାଡିୟମ ର ଦୁରାଵସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି କ୍ରୀଡ଼ାବିତ । ଏହି କ୍ରମରେ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଓ ଉନ୍ନତି କରଣ ଦାବି କରି ଆଜି ଉଭୟ କ୍ରୀଡ଼ାବିତ ଙ୍କ ସମେତ ପ୍ରତ୍ୟହ ଅନୁଗୁଳ ଷ୍ଟାଡିୟମ କୁ…

ମଧ୍ୟାହ୍ନ ଭୋଜନ ଖାଇ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟନ ଭୋଜନ ଖାଇ ୩୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତେବେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଲାଗୁଥିବା…

ମେଡ଼ିକାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ(ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଘଟିଛି ଏକ ଅଭାବନୀୟ ଘଟଣା। ୪ମହଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଦୁଃର୍ଯ୍ୟୋଧନ ନାଏକ ବୋଲି ଜଣାପଡିଛି। ଗତକାଲି ରାତି…

ବନ୍ୟା ପ୍ରପିଡ଼ୀତଙ୍କୁ ବିଜେଡ଼ିର ରିଲିଫ ବଣ୍ଟନ

ଅନୁଗୋଳ: ଗୁରୁବାର ଦିନ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ବିଜୁ ଯୁବ ଜନତା ଦଳ ତରଫରୁ ଟିକରପଡା ଗ୍ରାମର ୨ଟି ଓ୍ବାର୍ଡରେ ଅସହାୟ ଲୋକ ଓ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ( ୧.୫ କୁଇଣ୍ଟାଲ…