Month: June 2022

ବିରାଶାଳ ଏୟାରଷ୍ଟ୍ରିପସରେ ଅବତରଣ ବେଳେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଢେଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବିରାଶାଳ ଏୟାରଷ୍ଟ୍ରିପସରେ ପ୍ଲେନ କ୍ରାସ ହୋଇଛି । ଫଳରେ ଜଣେ ଟ୍ରେନି ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁତର ଟ୍ରେନି ପାଇଲଟ ଜଣଙ୍କ ମହାରାଷ୍ଟ୍ରର କିରଣ ମଲ୍ଲିକ । ପ୍ରଶିକ୍ଷଣ ନେଉଥିବା ବେଳେ ଅଘଟଣ…

ମୋଦୀଙ୍କ ଆତ୍ମନିର୍ଭର ଭାରତରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: କାଳନ୍ଦି ସାମଲ

ତାଳଚେର(ସୁବ୍ରତ ପଟ୍ଟନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଙ୍କ ଆଠ ବର୍ଷ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ରେ ସୋମବାର ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଂଚାୟତ ର ଚିତ୍ତଲପୁର ଠାରେ ଏକ ବିରାଟ ମହିଳା ସମାବେଶ…

୫-ଟି ସହିତ ଆଉ ଏକ ଟି ଉପରେ ନବୀନଙ୍କ ଗୁରୁତ୍ୱାରୋପ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବୀନ ସରକାର ରେ ଜାରି ରହିଥିବା 5T ସହ ଆଉ ଏକ ଟି (ଟି) ନେଇ ଚର୍ଚ୍ଚା । ଆଜି ନବ ନିଯୁକ୍ତ ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ପାହ୍ୟା ର ମନ୍ତ୍ରୀ ମାନେ ନବୀନ ନିବାସ ରେ…

ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) : ଆଜି ନାଲକୋ ନଗର ଠାରେ ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶାଙ୍କ ଶେଖର ସାମଲ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲାର ଆଠ ଗୋଟି ବ୍ଲକ ର…

ବ୍ୟସ୍ତବହୁଳ ବଜାର ମଧ୍ୟରେ ଦୋକାନରେ ପଶି ଦମ୍ପତିଙ୍କୁ ମାଡ଼, ଦେଖନ୍ତୁ ଭିଡ଼ିଓ…

ସମ୍ବଲପୁର: ସମ୍ବଲପୁରରେ ଶୀତଳ ଷଷ୍ଠୀ ଆରମ୍ଭ ଠୁ ଦିନ ଦୁହିପହରେ ଘରେ ପସି ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରି ଲୁଟ । ଧନୁପାଲି ଥାନା ଅନ୍ତଗତ ସିଟି ଷ୍ଟେସନ ନିକଟରେ ଥିବା ଶ୍ୟାମସୁନ୍ଦର ଡାଲମିଆ ଦୋକାନ ଭିତରକୁ ପସି ଦୁବୁଦ୍ଧ ମାଡ…

୫ଟି ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟ ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):୫ଟି ଯୋଜନାରେ ରୂପାନ୍ତରିତ ବିଦ୍ୟାଳୟ ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରମରେ ଅନୁଗୁଳ ଜିଲା ର ୫୦ ଟି ବିଦ୍ୟାଳୟ କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ସହର ର ପିଟିସି ଉଚ୍ଚ…

ମୋଦୀ ଶାସନରେ ବିକାଶ ଘରେ ଘରେ : କାଳନ୍ଦୀ ସାମଲ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : କେନ୍ଦ୍ରରେ ମୋଦୀ ସରକାର ର ଆଠ ବର୍ଷ ପୂର୍ତ୍ତି କୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଶନିବାର ଦିନ ଆୟୋଜିତ ହୋଇଯାଇଛି | ସମସ୍ତ ଅତିଥି…

ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ…

ଚମ୍ପାବତ ଉପନିର୍ବାଚନରେ ବିଜେପିର ବୃହତ ବିଜୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମ୍ପାବତ ବିଧାନସଭା ଉପନିର୍ବାଚନରେ ବିଜେପିର ବୃହତ ବିଜୟ । ଏଠାରେ ପ୍ରାଥୀ ହୋଇଥିବା ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି କଂଗ୍ରେସ ପ୍ରାର୍ଥୀ ନିର୍ମଳ ଗହତୋଡି ଙ୍କୁ ୫୪୧୨୧ ଖଣ୍ଡ ଭୋଟ ବ୍ୟବଧାନ ରେ ହରାଇ ବିଜୟ ଲାଭ…

ବିଶ୍ୱସ୍ତର ପରିଚୟ ଦେଲା ପୋଷା କୁକୁର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଚର୍ଚ୍ଚାରେ ଅନୁଗୁଳ ସହର ଉପକଣ୍ଠ ଜରାସିଂହା ଗ୍ରାମର ଦୁଇ ଲାବ୍ରାଡର କୁକୁର । ମାଲିକ ଓ ତାଙ୍କ ପରିବାର କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଛନ୍ତି ଦୁଇ ପୋଷା ଲାବ୍ରାଡର ପ୍ରଜାତିର କୁକୁର । ସୂଚନା ଅନୁସାରେ…