କଂସମୁଣ୍ଡା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା ଷଷ୍ଠ ଦିନରେ, ରାଜ୍ୟ ସରକାର ଓ ପ୍ରଶାସନ ନିର୍ଦୟ ନ ହୋଇ ତୁରନ୍ତ କ୍ଷତିଗ୍ରସ୍ତ ଙ୍କୁ ନ୍ୟାୟ ଦିଅନ୍ତୁ: କାଳନ୍ଦୀ ସାମଲ
ତାଳଚେର /କଣିହାଁ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମଟି ସମ୍ପୂର୍ଣ ଭାବେ ଏମସିଏଲ ଦ୍ଵାରା ଅଧିଗୃହିତ ହୋଇଛି|ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ଙ୍କ ପ୍ରତି…