Month: December 2021

ହୋଣ୍ଡା ବିଗ୍ ଉଇଙ୍ଗ ଶୋ ରୁମ ଉଦଘାଟିତ

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାଠାରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପ୍ରତିଖିତ ଆର୍ଷଣୀୟ ହୋଣ୍ଡା ବିଗ୍ ଉଇଙ୍ଗ ଶୋ ରୁମ ସୋମବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରମେଶଚନ୍ଦ୍ର ବାମଲିଆ ଓ ଲକ୍ଷ୍ମୀଦେବୀ ଅଗ୍ରୱାଲ…

ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରାକୃତିକ ଗତିପଥକୁ ଠିକା ସଂସ୍ଥା ଓ ବାଲିମାଫିଆ ବଦଳାଉଥିବା ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ର ଗତି ପଥ ବଦଳାଉଛନ୍ତି ଠିକା ସଂସ୍ଥା ଓ ବାଲିମାଫିଆ ।ସବୁ ଜାଣି ନଜାଣିଲା ପରି ଚୁପ୍ ବସିଛି ସ୍ତାନୀୟ ତହସିଲ୍ ପ୍ରଶାସନ।ନଜରର ପକାନ୍ତୁ ପରଜଙ୍ଗ ତହସିଲ…

ପଂଚାୟତ ହାଇସ୍କୁଲର ୧୦ ଛାତ୍ରୀ କରୋନା ସଂକ୍ରମିତ

ଅନୁଗୋଳ: ଜିଲା ଛେଣ୍ଡିପଦା ବ୍ଲକ ପଂଚାୟତ ହାଇସ୍କୁଲ ର ପ୍ରାୟ ୧୦ ଜଣଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହଷ୍ଟେଲ ରହୁଥିବା ପ୍ରାୟ ୭୨ ଜଣ ଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୧୦ ଜଣ…

ଚିରନିଦ୍ରାରେ ଶତାୟୁ ଶିକ୍ଷକ

ଭୁବନେଶ୍ବର: ଚିରନିଦ୍ରାରେ ଶତାୟୁ ଶିକ୍ଷକ। କୋରୋନାରେ ସଂକ୍ରମିତ ହୋଇ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାଜପୁରର ପଦ୍ମଶ୍ରୀ ଶତାୟୁ ନନ୍ଦ କିଶୋର ପୃଷ୍ଟି। ମୃ୍ତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। କୋରୋନା ସଂକ୍ରମିତ ହୋଇ ଭୁବନେଶ୍ବରର ଏକ…

ପ୍ରଶାସନ ଆକ୍ରୋଶର ଶିକାର ଆଇନଜୀବୀ ସଞ୍ଜୀବ

ଅନୁଗୋଳ: ସୋସିଆଲ ମିଡ଼ିଆରେ ପ୍ରଶାସନ ବିରୁଦ୍ଧରେ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଲଗାତାର ଭାବେ ଅନୁଗୁଳ ଜିଲା ପ୍ରଶାସନ ର ମନମୁଖୀ କାର୍ଯ୍ୟ , ଦୁର୍ନୀତି ସଂକ୍ରନ୍ତୀୟ ପୋଷ୍ଟ କରି ଏବେ ଅନୁଗୁଳରେ କାର୍ଯ୍ୟରତ ଜଣେ ସାମ୍ବାଦିକ ତଥା ଆଇନଜୀବୀଙ୍କୁ…

ଯାଞ୍ଚ ଜାରି ରଖିବାକୁ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ, ପରମବୀରଙ୍କ ବିରୋଧ ଦାଖଲ ହେବନି ଚାର୍ଜସିଟ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମାମଲାର ଶୁଣାଣି କରି ସଲିସିଟର ଜେନେରାଲ ସିବିଆଇ ସମକ୍ଷରେ ଯୁକ୍ତ ବାଢିଛନ୍ତି। ସେ କହିଛନ୍ତି କି ଆମ ପାଖରେ ବର୍ତ୍ତମାନ ପକ୍ଷ ରଖିବା ପାଇଁ କୌଣସି ପ୍ରକାର ଦସ୍ତାବିଜ ନାହିଁ। ସେହିପରି…

ରାଜ୍ୟର ମୁଁ ଏକ ନମ୍ବର ନେତା: କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଦିନ ଚଣ୍ଡିଗଡ଼ର ସେକ୍ଟର 9 ରେ ପଞ୍ଜାବ ଲୋକ କଂଗ୍ରେସ କାର୍ଯ୍ୟାଳୟ ଆରମ୍ଭ କରିଛନ୍ତି। ଏହା ପରେ ଏକ ଦୃଢ ମନୋଭାବ ଦେଖାଇ ଅମରିନ୍ଦର କହିଛନ୍ତି ଯେ ନିର୍ବାଚନର ସ୍ୱଳ୍ପ…

ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଏକ ନୂତନ ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଟି ଶ୍ରୀ ସିଂହ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ…

ହାତୀ ପାଦ ତଳେ ଗଲା ଜୀବନ

ଅନୁଗୋଳ: ହାତୀ ଆକ୍ରମଣରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ଗ୍ରାମରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେଇ ଗ୍ରାମର ଧନେଶ୍ଵର ଭୁକ୍ତା। ହାତୀ ଆକ୍ରମଣରେ ଗୋଟିଏ ବାଛୁରୀର ମଧ୍ୟ ମୃତ୍ୟୁ ଘଟିଛି। ଗତ…

ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଅନୁଗୋଳ: ଶିକ୍ଷୟତ୍ରୀ ମମିତା ମେହେର ଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କ ବହିଷ୍କାର ଦାବିରେ ଆସନ୍ତା ୯ତାରିଖରେ ବିଜେପି ଯୁବମୋର୍ଚା ବିଧାନସଭା ଘେରାଉ କରିବ। ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବ ମୋର୍ଚ୍ଚା…