Month: November 2021

ଅନୁଗୋଳ ରେଲୱେ ଷ୍ଟେସନଠାରେ ଆଜିଠାରୁ ଲାଇଫ ଲାଇନ୍ ଏକ୍ସପ୍ରେସରେ ମାଗଣା ଚିକିତ୍ସା ସେବା ଆରମ୍ଭ

ଅନୁଗୋଳ: ଭାରତ ତଥା ସାରା ବିଶ୍ୱର ପ୍ରଥମ ହସପିଟାଲ ଇନ ଟ୍ରେନରେ ଆଜି ଠାରୁ ଅନୁଗୋଳ ରେଲୱେ ଷ୍ଟେସନ ଠାରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତର ମାନେ ଆସି ରୋଗୀଙ୍କୁ ଚିକିତ୍ସା…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଢେଙ୍କାନାଳର ଝିଅ

ଅନୁଗୋଳ: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଢେଙ୍କାନାଳ ସପ୍ତମ ଶ୍ରେଣୀର ଝିଅ ଶର୍ମିଷ୍ଠା ସୁପ୍ରରାଜ ଭୁଇଁଆ । ପିରିଅଡ଼ିକ ଟେବୁଲ ରେ ଥିବା ୧୧୮ ଟି ଏଲିମେଣ୍ଟ୍ କୁ ମାତ୍ର ୧୮.୫୫ ସେକଣ୍ଡରେ କହି ସେ ହାତେଇଛନ୍ତି ଏହି…

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମ ଦିବସ ତଥା ଶିଶୁ ଦିବସ ପାଳନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଅଛି ,ଏହିଅବସର ରେ ନେହେରୁ ଙ୍କ ଦେଶ ପ୍ରତି ଯେଉଁ ଅବଦାନ ରହିଛି ତାହା ଅତୁଳନୀୟ, ଦେଶ…

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ରବିବାର ବରଗଡ଼ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରେ ରେଳ ଯୋଗେ ଯାତ୍ରା ସମୟରେ ଅନୁଗୁଳ ଷ୍ଟେସନ ଠାରେ ବିଜେପି ପକ୍ଷରୁ ତାଙ୍କୁ ଉଚ୍ଛର୍ଗୀକୃତ ସମ୍ବର୍ଦ୍ଧନା ଦିଆ…

ପରିଣତ ବୟସରେ ବି ପରିବାର ପୋଷଣର ବୋଝ, ବୁଲି ବୁଲି ଆରିଶା ପିଠା ବିକୁଛନ୍ତି ଗୋପବନ୍ଧୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଆଙ୍କୁଲା ଗ୍ରାମର ଗୋପବନ୍ଧୁ ସାହୁଙ୍କ ଦୃଢ଼ ଇଚ୍ଛାଶକତି ଆଗରେ ହାର ମାନିଛି ପରିଣତ ବୟସ । ପୁଅ ପାରିଗଲେ ମୁଁ ଅଚିନ୍ତା ଓ ମୋର ଆଉ କିଛି ଦରକାର ନାହିଁ କହୁଥିବା ବ୍ୟକ୍ତି ଓ ଆଳସ୍ୟ…

ମମିତାଙ୍କୁ ନ୍ୟାୟ ଦାବିରେ ଏସୟୁସିଆଇର ଆନ୍ଦୋଳନ

ଅନୁଗୁଳ: ଅଧକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡର ବିଚାର ଫାଷ୍ଟଟ୍ରାକ କୋର୍ଟରେ ତ୍ୱରିତ କରାଯାଇ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା, ଦାୟିତ୍ୱ ପାଳନରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶିକ୍ଷାନୁଷ୍ଠାନ କର୍ମକ୍ଷେତ୍ରରେ କାର୍ଯ୍ୟରତ…

Congress Protest: ଅନୁଗୁଳରେ କଂଗ୍ରେସର ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

Congress Protest: ଅନୁଗୁଳ: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣା ରେ ସମ୍ପୃକ୍ତ ଥିବା ଦର୍ଶାଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରିମଣ୍ଡଳ ରୁ ବହିଷ୍କାର ଦାବି ରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳ ଙ୍କ…

ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିକାଶ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ମୃଦଳା ଠାକୁର ପ୍ରଧାନ

ଅନୁଗୋଳ: ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ବିକାଶ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ମୃଦଳା ଠାକୁର ପ୍ରଧାନ। ଅନୁଗୋଳ ବ୍ଲକ ଅନ୍ତର୍ଗତ କୁମୁରସିଂହା ଅଞ୍ଚଳର ୧୮୮୨ ମସିହାରେ ପ୍ରତିଷ୍ଠିତ କୁମୁରସିଂହା ପ୍ରାଇମେରୀ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ…

ଅନୁଗୋଳରେ ହେବ ଏମଏସଏମଇ ପାର୍କ: ଅସିତ ତ୍ରିପାଠୀ

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ। ଏହି ଆଲୋଚନା…

ଅନୁଗୋଳ ଜିଲ୍ଲା କଂଗ୍ରେସ ତରଫରୁ ଆଗାମୀ ୧୨ତାରିଖ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅନୁଗୋଳ: ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଗାମୀ ୧୨ତାରିଖ ଦିନ ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ…