Month: November 2021

ମଦମୁକ୍ତ ଯୁବ ବାହିନୀର ପ୍ରଭାତ ଫେରି କାର୍ଯ୍ୟକ୍ରମ

ଅନୁଗୋଳ: ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ମଧ୍ୟ ପାଳନ ହୋଇଛି ।ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ଶାସନ କାଳରେ ନିଶା…

Angul BJP Women Wings: ଗୋବର ପାଣି ଛିଞ୍ଚନ କରି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ବିଶୋଧିତ କଲା ବିଜେପି ମହିଳା ମୋର୍ଚ୍ଚା

Angul BJP Women Wings:ଅନୁଗୋଳ: ଅନୁଗୋଳ ଷ୍ଟାଡିୟମ ପରିସରରେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ସଭାସ୍ଥଳରେ ଆଜି ଏଭଳି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ନେତୃତ୍ୱରେ ଝାଡୁ…

ବିବାଦ ଘେରରେ ଢେଙ୍କାନାଳ ସାଂସଦ ଓ ଉପବାଚସ୍ପତି

ଅନୁଗୋଳ: ସାଂସଦଙ୍କ ବିରୋଧୀଙ୍କୁ କୁକୁର ଉପଖ୍ୟାନ ଓ ବିଧାନସଭା ର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଓଡିଶା ବାସୀ ଙ୍କ ଠାକୁର କହିବା ନେଇ ବିବାଦ ଘନେଇବାରେ ଲାଗିଛି ।ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲା କଂଗ୍ରେସ ଓ…

ନବୀନଙ୍କୁ ଅନୁଗୋଳରେ ବିରୋଧୀଙ୍କ କଡ଼ା ବିରୋଧ, କଳାପତାକା ପ୍ରଦର୍ଶନ

ଅନୁଗୁଳ: ବିରୋଧ ,ନାରାବାଜି , ସ୍ଲୋଗାନ ଓ କଳା ପତାକା ପ୍ରଦର୍ଶନ ଭିତରେ ଆଜି ଶେଷ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା , ପ୍ରତିଷେଧକ ମୂଳକ ଗିରଫଦାରୀ ସତ୍ତ୍ୱେ ଉଭୟ ବିଜେପି…

ଅନୁଗୋଳରେ ମୁଖ୍ଯମନ୍ତ୍ରୀ, ବାଣ୍ଟିଲେ ବିଏସକେଓ୍ୱାଇ କାର୍ଡ

ଅନୁଗୁଳ: ଆଜି ଅନୁଗୁଳ ଷ୍ଟାଡିୟମ ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ 350 ଜଣ ହିତାଧିକାରୀଙ୍କ ମଧ୍ୟରୁ 5 ଜଣଙ୍କୁ ହାତାହାତି ସ୍ମାର୍ଟକାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର…

Farmer Protest: ବର୍ଷକର କ୍ଷତି ଭରିବ କିଏ ?

Farmer Protest: ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହିତ ଗୁରୁ ନାନକ ଜୟନ୍ତୀ ମଧ୍ୟ । ତେବେ ଆଜି ଭଳି ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।…

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୋଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ ଅତିରିକ୍ତ ଡିଆରମଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୋଳ: ଆଜି ପୂର୍ବାର୍ହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧିଦଳ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଅନୁଗୋଳ ରେଳ ଷ୍ଟେସନଠାରେ ଷ୍ଟେସନ ମାଷ୍ଟରଙ୍କୁ ତୁରନ୍ତ ଅନୁଗୋଳ ପୁରୀ ମେମୋ ଟ୍ରେନ ଚଳାଚଳ କରିବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ…

ଦିବ୍ୟଶଙ୍କରଙ୍କ ଗିରଫ ଦାବି କରି ତାଳଚେର ବିଜେପି ମଣ୍ଡଳର ବିକ୍ଷୋଭ

ଅନୁଗୋଳ: ଦୀର୍ଘ ଦିନ ର ବ୍ୟବଧାନ ପରେ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମ ସାମ୍ନା କୁ ଆସି ନିଜେ ନିଜେ ନିଜକୁ କ୍ଲିନଚିଟ ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ । ଶ୍ରୀ ସାମଲ କହିଛନ୍ତି ମନ୍ତ୍ରୀ…

ପାନଛେପ ପକାଇ ୪୮ ହଜାର କୋଟି ଖାଇଗଲେ ଯାତ୍ରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ରେଳ ନେଟଓ୍ୱାର୍କ ହେଉଛି ଭାରତୀୟ ରେଳ। ସମଗ୍ର ଦେଶରେ ପ୍ରାୟ ୧,୧୫,୦୦୦ କିଲୋମିଟର ରାସ୍ତା ଅତିକ୍ରମ କରେ ଭାରତୀୟ ରେଳ । ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀମାନେ ଏହି ରେଳ ଉପରେ ନିର୍ଭର କରିଥାନ୍ତି। ଯାତ୍ରାକୁ…

ଅନୁଗୋଳରେ ପ୍ରେସ ଦିବସ ପାଳିତ, ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା ସମ୍ମାନିତ

ଅନୁଗୋଳ: ଜାତୀୟ ପ୍ରେସ ଦିବସ ପାଳିତ । ଅନୁଗୁଳ ଜିଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଗୁଳ ସହର ର ଦୁର୍ଗା ମଣ୍ଡପ ପଡିଆ ପରିସରରେ ଥିବା…