Month: August 2021

ତାଲିବାନ୍ ସୈନ୍ୟ ନାରୀଙ୍କୁ ସମ୍ମାନ ଦେବା ତାଲିମ୍ ପାଇ ନ ଥିବାରୁ ନାରୀମାନଙ୍କୁ ଘରେ ରହିବାକୁ ନିର୍ଦେଶ

ନୂଆଦିଲ୍ଲୀ: ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍‌ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ…

ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଓଡ଼ିଶାରେ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ!

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ। କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡ଼ିଶାରେ ଦୈନିକ ସଂକ୍ରମଣ…

ହାଇକୋର୍ଟରେ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ପଡ଼ିଲା ପୂର୍ଣ୍ଣଚ୍ଛେଦ

କଟକ: ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରସଙ୍ଗ ନେଇ କଟକ ପରିବାର ଅଦାଲତରେ ବିଚାରାଧୀନ ମାମଲାର ନିର୍ଦ୍ଧ‌ାରିତ ସମୟସୀମା ଭିତରେ ଶୁଣାଣି ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାର ଶୁଣାଣିରେ ଆଜି ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପରିବାର…

ଅନୁଗୁଳ:ଜୀବନ ବିଦ୍ୟାଳୟକୁ ବଞ୍ଚାଇବ କିଏ? ସ୍କିଲ୍ ଇଣ୍ଡିଆ ସ୍ବପ୍ନ ଥିଲା ସ୍କୁଲ୍‌ର ମେରୁଦଣ୍ଡ

ଅନୁଗୁଳ: ଆଜି କେନ୍ଦ୍ର ସରକାର ଯେଉଁ ସ୍କିଲ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତର ସ୍ବପ୍ନ ଏବଂ ଲକ୍ଷ୍ୟ ନେଇ ଆଗଭର ଅଛନ୍ତି, କେଇ ଦଶନ୍ଧି ତଳେ ଅନୁଗୁଳ ଜିଲ୍ଲାର ‘ଜୀବନ ବିଦ୍ୟାଳୟ’ ଥିଲା ତାହାର ଏକ ଚାକ୍ଷୁସ ପ୍ରମାଣ। ପାଠଶାଳାର ସୀମା…

କୋଭିଡ୍‌-୧୯ ସଂକ୍ରାନ୍ତ ବିପଜ୍ଜନକ ଓ ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓ ହଟାଇଲା ‘ୟୁଟ୍ୟୁବ୍‌’

ନୂଆଦିଲ୍ଲୀ: ସୁସ୍ଥ ହେବା ପାଇଁ ମିଥ୍ୟା ଔଷଧ କିଂବା ମିଥ୍ୟା ଭୟ ପ୍ରଚାର ଭଳି କୋଭିଡ୍‌-୧୯ ସମ୍ବନ୍ଧୀୟ ବିପଜ୍ଜନକ ତଥା ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓକୁ ‘ଗୁଗଲ୍‌’ ମାଲିକାନାରେ ଥିବା ‘ୟୁଟ୍ୟୁବ୍‌’ ହଟାଇ ଦେଇଛି। ‘ୟୁଟ୍ୟୁବ୍‌’ର ଚିଫ୍ ପ୍ରଡକ୍ଟ୍‌…

୧୦୦ ବିଲିୟନ ଡଲାର ବଜାର ପୁଞ୍ଜି ହାସଲ କରିବାରେ ଇନଫୋସିସ୍ ଦେଶର ୪ର୍ଥ କମ୍ପାନିରେ ପରିଣତ ହେଲା

ମୁମ୍ବାଇ : ଭାରତର ୨ୟ ବୃହତ୍ତମ ସଫ୍ଟଓ୍ବାର କମ୍ପାନି ଇନଫୋସିସ୍ ଆଉ ଏକ ମହତ୍ବପୂର୍ଣ୍ଣ ସଫଳତା ହାସଲ କରିଛି । କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପିଟାଲାଇଜେସନ (ଏମ-କ୍ୟାପ୍) ୧୦୦ ବିଲିୟନ ଡଲାର ଟପିଯାଇଛି । ଏହି ସଫଳତା ହାସଲ…

ବୁଝାମଣା ପାଇଁ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଲେ ତାଲିବାନ୍‌ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ…

ଡେଟିଂ ସାଇଟ୍‌ରେ ବାନ୍ଧବୀ ଖୋଜିବାକୁ ଯାଇ ଫସିଲେ ଯୁବକ: ଠକାମିର ଅଳ୍ପକେ ବର୍ତ୍ତିଗଲେ

ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳର ଜଣେ ଯୁବକ ଡେଟିଂ ସାଇଟ୍‌ରେ ନିଜ ଫୋନ୍ ନମ୍ବର ଦେଇ ସାଇବର ଠକେଇର ଶିକାର ହୋଇଛନ୍ତି। ତେବେ ସେ ବଡ଼ ଧରଣର ଠକାମିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସେ ଡିସିପି କାର୍ଯ୍ୟାଳୟର…

କୋଭିଡ୍‌-୧୯ ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍‌ରୁ ଋଣ ନେବା କ୍ଷେତ୍ରରେ ଦେଶର ଷଷ୍ଠ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ  ଓଡିଶାର ୫୫୨୨ ଜଣ ବ୍ୟକ୍ତି କୋଭିଡ୍‌-୧୯ ଚିକିତ୍ସା କରାଇଛନ୍ତି। ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ କୋଭିଡ୍‌-୧୯ ଚିକିତ୍ସା କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଷଷ୍ଠ ସ୍ଥାନରେ ରହିଛି।…

ଅନୁଗୁଳ:ପୁଅ ନାଁରେ କଳଙ୍କ: ବୁଢୀମା’କୁ କଚାଡ଼ି ଶିକ୍ଷକ ଗିରଫ

ଅନୁଗୁଳ: ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲେ। ଆଶା କରିଥିଲେ, ଶେଷ ସମୟରେ ପୁଅ ସାହା ହେବ। ପୁଅକୁ ଢେର ସ୍ନେହ ଓ ଶ୍ରଦ୍ଧା ଦେଇ ପାଠ ପଢାଇ ଶିକ୍ଷକ କରାଇଥିଲେ। କିନ୍ତୁ ସେହି ପୁଅ ସାହା…