କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂଶୋଧିତ ଗାଇଡ୍ଲାଇନ୍ ଜାରି; ଜଳାଶୟର ୫୦ ମିଟର ପରିଧି ଭିତରେ ହୋଇ ପାରିବ ନାହିଁ ପେଟ୍ରୋଲ ପମ୍ପ୍
ନୂଆଦିଲ୍ଲୀ: କୌଣସି ଜଳାଶୟର ୫୦ ମିଟର ପରିଧି ମଧ୍ୟରେ ଏବେ ଆଉ ପେଟ୍ରୋଲ ପମ୍ପ୍ ହୋଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଦେଶ ଜାରି କରିଛି। ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉପରୋକ୍ତ ସଂଶୋଧନ କରାଯାଇଛି।…