Spread the love

ସମ୍ବଲପୁର: ସମ୍ବଲପୁରରେ ଶୀତଳ ଷଷ୍ଠୀ ଆରମ୍ଭ ଠୁ ଦିନ ଦୁହିପହରେ ଘରେ ପସି ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରି ଲୁଟ । ଧନୁପାଲି ଥାନା ଅନ୍ତଗତ ସିଟି ଷ୍ଟେସନ ନିକଟରେ ଥିବା ଶ୍ୟାମସୁନ୍ଦର ଡାଲମିଆ ଦୋକାନ ଭିତରକୁ ପସି ଦୁବୁଦ୍ଧ ମାଡ ମାରିବା ସହ ଲୁଟ କରିଛନ୍ତି। ଘଟଣା ଶୁକ୍ରବାର ଦିନ ୨ ଟା ୪୫ ମିନିଟ ସମୟ ହୋଇଥିବା ବେଳେ ସବୁ ସିସିଟିଭି କ୍ୟାମେରା କଏଦ ହୋଇଛି । ୬ ରୁ ୭ ଜଣ ଦୁବୁଦ୍ଧ ଦୋକନ ଭିତରକୁ ପସିଥିଲେ ଶ୍ୟାମସୁନ୍ଦର ବିରୋଧ କରିବାରେ ହାତଗୋଡ ବାନ୍ଧି ମାଡ ମାରିଥିଲେ । ପରେ ଘରେ ଭିତରେ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟ କରିବା ସହ ସାମଗ୍ରୀ ଚୋରୀ କରିନେଇଛନ୍ତି । ଘଟଣା ନେଇ ଧନୁପାଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଗୋଟିଏ ପଟେ ଶୀତଳ ଷଷ୍ଠୀ ଯାତ୍ରା ପାଇ ସମ୍ବଲପୁରରେ ପୋଲିସ ବ୍ୟାପକ ଫୋସ ମୃତୟନ କରିଥିବା ବେଳେ ଅନ୍ୟପଟେ ଦିନ ଦୁହି ପହରେ ଲୁଟ କୁ ନେଇ ସୁରକ୍ଷା ବ୍ୟବସ୍ଥାନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *